Base Word
συντελέω
Short Definitionto complete entirely; generally, to execute (literally or figuratively)
Long Definitionto end together or at the same time
Derivationfrom G4862 and G5055
Same asG4862
International Phonetic Alphabetsyn.tɛˈlɛ.o
IPA modsjun.te̞ˈle̞.ow
Syllablesynteleō
Dictionsoon-teh-LEH-oh
Diction Modsyoon-tay-LAY-oh
Usageend, finish, fulfil, make

ମାଥିଉଲିଖିତ ସୁସମାଚାର 7:28
ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।

ମାର୍କଲିଖିତ ସୁସମାଚାର 13:4
ଏ ସବୁ କବେେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହାଇଗେଲା ବୋଲି, କ'ଣ କ'ଣ ଚିହ୍ନ ମାନ ଦଖାେ ୟିବ?

ଲୂକଲିଖିତ ସୁସମାଚାର 4:2
ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।

ଲୂକଲିଖିତ ସୁସମାଚାର 4:13
ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନଇେ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡି ଚାଲିଗଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:27
ସାତଦିନ ପୁରି ୟିବା ଦିନ ଏସିଆର କେତକେ ଯିହୂଦୀମାନେ ତାହାଙ୍କୁ ମନ୍ଦିର ରେ ଦେଖିଲେ। ସମାନେେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧ ରେ ଉତ୍ତଜେିତ କଲେ ଓ ତାହାଙ୍କୁ ଧରି ପକଇେଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:28
କାରଣ ପ୍ରଭୁ ନିଜ ନ୍ଯାୟ ବଳ ରେ ବିଚାର କରି ପୃଥିବୀର ଲୋକଙ୍କୁ ଶୀଘ୍ର ସମାପ୍ତ କରି ଦବେେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 8:8
କିନ୍ତୁ ପରମେଶ୍ବର ଲୋକମାନଙ୍କଠା ରେ ତୃଟି ଦେଖିଲେ। ପରମେଶ୍ବର କହିଲେ :

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்