ମାଥିଉଲିଖିତ ସୁସମାଚାର 13:39
ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।
ମାଥିଉଲିଖିତ ସୁସମାଚାର 13:40
ଯେପରି ବାଳୁଙ୍ଗାକୁ ଏକାଠି କରା ହେଲା ଓ ନିଆଁ ରେ ପୋଡି଼ ଦିଆଗଲା, ଠିକ୍ ସହେିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହବେ।
ମାଥିଉଲିଖିତ ସୁସମାଚାର 13:49
ସଂସାର ଶଷେ ହବୋ ବେଳେ ଏହିଭଳି ଘଟିବ। ସ୍ବର୍ଗଦୂତମାନେ ଆସିବେ। ସମାନେେ ଧାର୍ମିକଲୋକଙ୍କ ଭିତରୁ ପାପୀଲୋକଙ୍କୁ ଅଲଗା କରି ଦବେେ।
ମାଥିଉଲିଖିତ ସୁସମାଚାର 24:3
ପରେ ଯେତବେେଳେ ଯୀଶୁ ଜୀତ ପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ଯମାନେ ସେ ଏକାନ୍ତ ରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କବେେ ଘଟିବ? କେଉଁ ସଙ୍କତେ ଦଖାଇବେ ଯେ ଆପଣଙ୍କ ପୁନର୍ବାର ଆସିବ ଓ ଜଗତର ଅନ୍ତ ହବୋ ସମୟ ହେଲାଣି?
ମାଥିଉଲିଖିତ ସୁସମାଚାର 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:26
ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்