No lexicon data found for Strong's number: 4819

ମାର୍କଲିଖିତ ସୁସମାଚାର 10:32
ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ୟିରୁଶାଲମକୁ ଯାଉଥିଲେ। ଯୀଶୁ ସମାନଙ୍କେ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ଆଶ୍ଚର୍ୟ୍ଯାନ୍ବିତ ହାଇେ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ ରରେିତଙ୍କୁ ଅଲଗା ଡାକି ୟିରୁଶାଲମ ରେ ଯାହା ସବୁ ଘଟିବ, ସେ ବିଷୟ ରେ କହିବାକୁ ଲାଗିଲେ।

ଲୂକଲିଖିତ ସୁସମାଚାର 24:14
ଯାହା ସବୁ ଘଟିଥିଲା, ସମାନେେ ସେ ବିଷୟ ରେ କଥାବାର୍ତ୍ତା ହେଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:10
ଲୋକମାନେ ତାହାକୁ ଚ଼ିହ୍ନିପାରିଲେ ଯେ ଏ ସହେି ଲୋକ ୟିଏ କି ଉପାସନା ମନ୍ଦିରର 'ସୁନ୍ଦର ଫାଟକ' ପାଖ ରେ ବସି ଭିକ ମାଗୁଥିଲା। ସମାନେେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ଏହା କିପରି ସମ୍ଭବ ହେଲା, ତାହା ସମାନେେ ବୁଝିପାରୁ ନଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:19
ଯିହୂଦୀମାନେ ମାେ ବିରୁଦ୍ଧ ରେ ବହୁତ ଷଡ଼ୟନ୍ତ୍ର କରିଛନ୍ତି। ସମାନେେ ମାେତେ ବହୁତ ଅସୁବିଧା ରେ ପକାଇଛନ୍ତି। ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସବୋ କରିଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:35
ଲୋକମାନେ ଅତ୍ଯନ୍ତ ହିଂସ୍ରକ ହାଇେ ଉଠିବାରୁ ପାହାଚ଼ ନିକଟରେ ସୈନିକମାନେ ପାଉଲଙ୍କୁ ଟକେି ନଇଗେଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:11
ସମାନଙ୍କେ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ବରୂପ। ସମସ୍ତ ପ୍ରାଚୀନ ଇତିହାସ ରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚତନୋ ଦବୋ ଉଦ୍ଦେଶ୍ଯ ରେ ଲଖାେ ଯାଇଛି।

ପିତରଙ୍କ ପ୍ରଥମ ପତ୍ 4:12
ମାେ ମିତ୍ରଗଣ, ତୁମ୍ଭମାନେେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ୟ୍ଯ ମନକରେ ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ବାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ୟ୍ଯ କଥା ଘଟୁଛି।

ପିତରଙ୍କ ଦିତୀୟ ପତ୍ର 2:22
ସହେି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : କୁକୁର ବାନ୍ତି କଲା ପରେ ପୁନର୍ବାର ତା' ବାନ୍ତି ଖାଇବାକୁକ ଆ ସେ341 ଓ ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କ ରେ ଗଡ଼େ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்