Base Word
Στέφανος
Literalcrowned
Short DefinitionStephanus, a Christian
Long Definitionone of the seven deacons in Jerusalem and the first Christian martyr
Derivationthe same as G4735
Same asG4735
International Phonetic Alphabetˈstɛ.fɑ.nos
IPA modˈste̞.fɑ.nows
Syllablestephanos
DictionSTEH-fa-nose
Diction ModSTAY-fa-nose
UsageStephen

ରେରିତମାନଙ୍କ କାର୍ଯ୍ୟର ବିବରଣ 6:5
ସହେି ଦଳର ସମସ୍ତେ ଏହି ଚ଼ିନ୍ତାଧାରାକୁ ପସନ୍ଦ କଲେ। ସମାନେେ ନିଜ ମଧ୍ଯରୁ ସ୍ତିଫାନ, ଯେ କି ପବିତ୍ର ଆତ୍ମା ଓ ବିଶ୍ବାସ ରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମାନେ, ପାର୍ମନା ଓ ନୀକଲାୟ। ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହାଇେଥିଲେ ମନୋନୀତ କଲେ ା

ରେରିତମାନଙ୍କ କାର୍ଯ୍ୟର ବିବରଣ 6:8
ସ୍ତିଫାନ ପରମେଶ୍ବରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତି ରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧିଅରେ ବିଭିନ୍ନ ପ୍ରକାରର ଆଶ୍ଚର୍ୟ୍ଯ କର୍ମ କରୁଥିଲେ ଓ ଈଶ୍ବରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:9
କେତକେ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ୟୁକ୍ତିତର୍କ କଲେ। ସମାନେେ କୁରୀଣୀୟ, ଲିବର୍ତ୍ତାନ, କିଲିକାଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସମାନେେ ଯିହୂଦୀମାନଙ୍କର ଆଲକଜୋଣ୍ଡ୍ରୀୟ ସମାଜଗୃହର ସଭ୍ଯ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:59
ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମାେ ଆତ୍ମାକୁ ଗ୍ରହଣ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:2
କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:19
ସ୍ତିଫାନ ମୃତ ହବୋପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ବାସୀମାନେ ଚ଼ାରିଆଡ଼େ ଛିନ୍ନଭିନ୍ନ ହାଇଗେଲେ। ସମାନଙ୍କେ ମଧ୍ଯରୁ କେତଜେଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସଠାେରେ ସମାନେେ ୟିହୁଦୀମାନଙ୍କ ବ୍ଯତୀତ ଅନ୍ୟ କାହାରି ନିକଟରେ ସୁସମାଚ଼ାର ପ୍ରଚ଼ାର କଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:20
ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସଠାେରେ ଠିଆ ହାଇେ ସହେି କାର୍ୟ୍ଯକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ଯା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସମାନେେ ଜାଣନ୍ତି।'

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்