Base Word
σός
Short Definitionthine
Long Definitionthy, thine
Derivationfrom G4771
Same asG4771
International Phonetic Alphabetsos
IPA modsows
Syllablesos
Dictionsose
Diction Modsose
Usagethine (own), thy (friend)

ମାଥିଉଲିଖିତ ସୁସମାଚାର 7:3
ତୁମ୍ଭେ ତୁମ୍ଭ ଭାଇ ଆଖି ରେ ପଡିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖି ରେ ପଡିଥିବା କାଠଗୁଣ୍ଡଟି ଦେଖିପାରୁନାହଁ?

ମାଥିଉଲିଖିତ ସୁସମାଚାର 7:22
ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?

ମାଥିଉଲିଖିତ ସୁସମାଚାର 13:27
ସହେି ବ୍ଯକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, 'ତୁମ୍ଭେ ତ ଜମି ରେ ଭଲ ବୀଜ ବୁଣିଥିଲ, ତବେେ ଏତେ ବାଳୁଙ୍ଗା କମେିତି ଉଠିଲା?'

ମାଥିଉଲିଖିତ ସୁସମାଚାର 20:14
ଯାହା ତୁମ୍ଭର ପ୍ରାପ୍ଯ ତାହା ନଇେ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦଇେଛି, ଶଷେ ରେ ଆସିଥିବା ଶ୍ରମାକକୁ ସତେିକି ଲଖାେଁଏ ଦବୋକୁ ଚାହୁଁଛି।

ମାଥିଉଲିଖିତ ସୁସମାଚାର 24:3
ପରେ ଯେତବେେଳେ ଯୀଶୁ ଜୀତ ପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ଯମାନେ ସେ ଏକାନ୍ତ ରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କବେେ ଘଟିବ? କେଉଁ ସଙ୍କତେ ଦଖାଇବେ ଯେ ଆପଣଙ୍କ ପୁନର୍ବାର ଆସିବ ଓ ଜଗତର ଅନ୍ତ ହବୋ ସମୟ ହେଲାଣି?

ମାଥିଉଲିଖିତ ସୁସମାଚାର 25:25
ତେଣୁ ମୁଁ ଭୟ କଲି। ମୁଁ ଯାଇ ଭୂମିରେ ଆପଣଙ୍କ ଟଙ୍କାତକ ଲୁଚଇେ ଦଲେି। ଆପଣ ମାେତେ ଦଇେଥିବା ତୋଡ଼ା ଟଙ୍କା ନିଅନ୍ତୁ।'

ମାର୍କଲିଖିତ ସୁସମାଚାର 2:18
ଯୋହନଙ୍କ ଶିଷ୍ଯ ଓ ଫାରୂଶୀମାନେ ଉପବାସ କରୁଥଲେ। କେତକେ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, ଯୋହନଙ୍କ ଶିଷ୍ଯମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ଯମାନେ କାହିଁକି ଉପବାସ କରୁ ନାହାଁନ୍ତି?

ମାର୍କଲିଖିତ ସୁସମାଚାର 5:19
କିନ୍ତୁ ଯୀଶୁ ତାହାକୁ ଯୀବାପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ -ସ୍ବଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସମାନଙ୍କେୁ କୁହ। ସମାନଙ୍କେୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்