Base Word
σβέννυμι
Short Definitionto extinguish (literally or figuratively)
Long Definitionto extinguish, quench
Derivationa prolonged form of an apparently primary verb
Same as
International Phonetic Alphabetsˈβɛn.ny.mi
IPA modsˈve̞n.nju.mi
Syllablesbennymi
Dictions-VEN-noo-mee
Diction Mods-VANE-nyoo-mee
Usagego out, quench

ମାଥିଉଲିଖିତ ସୁସମାଚାର 12:20
ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।

ମାଥିଉଲିଖିତ ସୁସମାଚାର 25:8
ବୋକୀ ଝିଅମାନେ ଚ଼ତୁର ଝିଅମାନଙ୍କୁ କହିଲେ, 'ତୁମ୍ଭ ତଲରେୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତଲେ ପ୍ରାୟ ସରି ଯାଇଛି।'

ମାର୍କଲିଖିତ ସୁସମାଚାର 9:44
କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହାଇେ ଅନନ୍ତ ଜୀବନ ଲାଭ କରିବା ଭଲ।

ମାର୍କଲିଖିତ ସୁସମାଚାର 9:46
ଦୁଇ ପାଦ ଥାଇ ନର୍କ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ େଛାଟା ହାଇେ ଅନନ୍ତ ଜୀବନ ଲାଭ କରିବା ଭଲ।

ମାର୍କଲିଖିତ ସୁସମାଚାର 9:48
ମନୁଷ୍ଯକୁ ଖାଉଥିବା ନର୍କର କୀଟ କବେେ ମ ରେ ନାହିଁ କି ନର୍କର ନିଆଁ କବେେ ଲିଭେ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:16
ଏହା ସହିତ ବିଶ୍ବାସର ଢ଼ାଲ ମଧ୍ଯ ବ୍ଯବହାର କର। ତାହାଦ୍ବାରା ତୁମ୍ଭେ ଶୟତାନର ସମସ୍ତ ଜ୍ବଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:19
କଦାପି ପବିତ୍ର ଆତ୍ମାର କାର୍ୟ୍ଯ ବନ୍ଦ କର ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:34
ସହେି ବିଶ୍ବାସ ବଳ ରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇଲେ। ବିଶ୍ବାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସମାନେେ ୟୁଦ୍ଧ ରେ ଶକ୍ତିଶାଳୀ ହାଇେ ଶତୃ ସନୋଙ୍କୁ ପରାସ୍ତ କଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்