No lexicon data found for Strong's number: 4561

ମାଥିଉଲିଖିତ ସୁସମାଚାର 16:17
ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।

ମାଥିଉଲିଖିତ ସୁସମାଚାର 19:5
ପରମେଶ୍ବର କହିଲେ, 'ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହବେ, ଏବଂ ସେ ଦୁଇଜଣ ଏକ ହାଇଯେିବେ।'

ମାଥିଉଲିଖିତ ସୁସମାଚାର 19:6
ତେଣୁ ସ୍ବାମୀ ସ୍ତ୍ରୀ ଦୁଇଜଣ ହାଇେ ରହନ୍ତି ନାହିଁ ମାତ୍ର ସମାନେେ ଏକ ହାଇେ ଯାଆନ୍ତି। ପରମେଶ୍ବର ସମାନଙ୍କେୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସମାନଙ୍କେୁ ଅଲଗା ନକରୁ।

ମାଥିଉଲିଖିତ ସୁସମାଚାର 24:22
ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।

ମାଥିଉଲିଖିତ ସୁସମାଚାର 26:41
ତୁମ୍ଭମାନେେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭମାନେେ ପରୀକ୍ଷା ରେ ନପଡ଼! ଯାହା ଠାକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଚାହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦହେ ଦୁର୍ବଳ।

ମାର୍କଲିଖିତ ସୁସମାଚାର 10:8
ଏବଂ ସମାନେେ ଏକ ହାଇଯେିବେ।' ତେଣୁ ସମାନେେ ଦୁଇଜଣ ନୁହଁନ୍ତି ବରଂ ଏକ।

ମାର୍କଲିଖିତ ସୁସମାଚାର 10:8
ଏବଂ ସମାନେେ ଏକ ହାଇଯେିବେ।' ତେଣୁ ସମାନେେ ଦୁଇଜଣ ନୁହଁନ୍ତି ବରଂ ଏକ।

ମାର୍କଲିଖିତ ସୁସମାଚାର 13:20
ସହେି ଭୟଙ୍କର ସମୟକୁ କମଇେ ଦବୋ ପାଇଁ ପରମେଶ୍ବର ସ୍ଥିର କରିଛନ୍ତି। ଯଦି ସହେି ସମୟ କମଇେ ଦିଆ ନ ୟିବ, ତବେେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟ କମଇେ ଦବେେ।

ମାର୍କଲିଖିତ ସୁସମାଚାର 14:38
ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭମାନେେ ଯେପରି ପରୀକ୍ଷା ରେ ନ ପଡ। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଚାହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।

ଲୂକଲିଖିତ ସୁସମାଚାର 3:6
ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପରିତ୍ରାଣ ବିଷୟ ରେ ଜାଣିବେ।'ୟିଶାଇୟ 40:3-5

Occurences : 151

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்