Base Word
προερέω
Short Definitionused as alternate of G4277; to say already, predict
Long Definitionto say before
Derivationfrom G4253 and G2046
Same asG2046
International Phonetic Alphabetpro.ɛˈrɛ.o
IPA modprow.e̞ˈre̞.ow
Syllableproereō
Dictionproh-eh-REH-oh
Diction Modproh-ay-RAY-oh
Usageforetell, say (speak, tell) before

ମାଥିଉଲିଖିତ ସୁସମାଚାର 24:25
ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚତାବେନୀ ଦେଉଛି।

ମାର୍କଲିଖିତ ସୁସମାଚାର 13:23
ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ୟଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚତଇେେ ଦେଉଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:29
ୟିଶାଇୟ ଆହୁରି ମଧ୍ଯ କହିଥିଲେ:

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:3
ତୁମ୍ଭମାନଙ୍କୁ ନିନ୍ଦା ଦବୋ ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି ଯେ, ଆମ୍ଭେ ତୁମ୍ଭମାନଙ୍କୁ ଏତେ ଭଲ ପାଉ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ଯ ପ୍ରସ୍ତୁତ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:2
ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଦ୍ବିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦଇେଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂର ରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦବେି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:9
ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭମାନେେ ପୂର୍ବରୁ ପ୍ରକୃତ ସୁସମାଚାର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କହେି ବ୍ଯକ୍ତି କିଛି ଅନ୍ୟ ଉପାୟ ବିଷୟ ରେ କ ହେ ତା' ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:15
ପବିତ୍ର ଆତ୍ମା ମଧ୍ଯ ଆମ୍ଭକୁ ଏହା ବିଷୟ ରେ କୁହନ୍ତି। ପ୍ରଥମ ରେ ସେ କୁହନ୍ତି :

ପିତରଙ୍କ ଦିତୀୟ ପତ୍ର 3:2
ପବିତ୍ର ଭବିଷ୍ଯଦ୍ ବକ୍ତାମାନେ ଅତୀତ ରେ ଯାହା କିଛି କହି ଯାଇଛନ୍ତି ମୁଁ ଚା ହେଁ ଯେ, ସଗେୁଡ଼ିକୁ ତୁମ୍ଭମାନେେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦଇେଛନ୍ତି, ସଗେୁଡ଼ିକୁ ମଧ୍ଯ ମନେ ପକାଅ। ତୁମ୍ଭମାନଙ୍କ ପ୍ ରରେିତମାନଙ୍କ ମାଧ୍ଯମ ରେ ସେ ଆମ୍ଭକୁ ଏହି ଆଜ୍ଞା ଦଇେଥିଲେ।

ଯିହୂଦାଙ୍କ ପତ୍ର 1:17
ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ ରରେିତମାନେ ତୁମ୍ଭମାନଙ୍କୁ ପୂର୍ବରୁ ଯେଉଁ ସବୁ କଥା କହିଛନ୍ତି, ତାହା ସ୍ମରଣ କର।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்