Base Word
ποῖος
Short Definitionindividualizing interrogative (of character) what sort of, or (of number) which one
Long Definitionof what sort or nature
Derivationfrom the base of G4226 and G3634
Same asG3634
International Phonetic Alphabetˈpy.os
IPA modˈpy.ows
Syllablepoios
DictionPOO-ose
Diction ModPOO-ose
Usagewhat (manner of), which

ମାଥିଉଲିଖିତ ସୁସମାଚାର 19:18
ଲୋକ ଜଣକ ପଚ଼ାରିଲା, କେଉଁ ଆଦେଶ? ଯୀଶୁ ଉତ୍ତର ଦେଲେ, 'ତୁମ୍ଭେ କାହାରିକୁ ହତ୍ଯା କରିବ ନାହିଁ, ବ୍ଯଭିଚ଼ାର କରନାହିଁ, ଚେ଼ାରୀ କରନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ ମିଛ କୁହନାହିଁ।'

ମାଥିଉଲିଖିତ ସୁସମାଚାର 21:23
ଯୀଶୁ ମନ୍ଦିର ପରିସରକୁ ଗଲେ। ସଠାେରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନ ଯାଜକ ଓ ଲୋକମାନଙ୍କର ପ୍ରାଚ଼ୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚ଼ାରିଲେ, ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାର ରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦଲୋ?

ମାଥିଉଲିଖିତ ସୁସମାଚାର 21:24
ଯୀଶୁ ଉତ୍ତର ଦେଲେ, ମୁଁ ମଧ୍ଯ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ତୁମ୍ଭମାନେେ ଯଦି ମାେ ପ୍ରଶ୍ନର ଉତ୍ତର ଦଇେ ପାରିବ, ତବେେ ମୁଁ କହିବି ଯେ ଏଭଳି କାମ କରିବାକୁ ମାରେ କେଉଁ ଅଧିକାର ରହିଛି।

ମାଥିଉଲିଖିତ ସୁସମାଚାର 21:27
ତେଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଯୋହନଙ୍କ ବାପ୍ତିସ୍ମ କେଉଁଛାରୁ ଆସିଥିଲା, ଆମ୍ଭେ ତାହା ଜାଣିନାହୁଁ।

ମାଥିଉଲିଖିତ ସୁସମାଚାର 22:36
ସେ କହିଲା, ହେ ଗୁରୁ, ମାଶାଙ୍କେ ବ୍ଯବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?

ମାଥିଉଲିଖିତ ସୁସମାଚାର 24:42
ତେଣୁ ସଦା ବେଳେ ପ୍ରସ୍ତୁତ ରୂହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣନାହିଁ।

ମାଥିଉଲିଖିତ ସୁସମାଚାର 24:43
ମନରେଖ, ଯଦି ଘରମାଲିକ ଜାଣିଥାଆନ୍ତା ଯେ ଚେ଼ାର କେତବେେଳେ ଆସିବ, ତବେେ ସେ ସତର୍କ ରହନ୍ତେ ଓ ଚେ଼ାରକୁ ଘ ରେ ପଶିବାକୁ ଦିଅନ୍ତେ ନାହିଁ।

ମାର୍କଲିଖିତ ସୁସମାଚାର 4:30
ସେ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ ସଂପର୍କ ରେ କ'ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ଯମ ରେ ଏହା ବୁଝାଇବି?

ମାର୍କଲିଖିତ ସୁସମାଚାର 11:28
ସମାନେେ ଯୀଶୁଙ୍କୁ କହିଲେ, ଆମ୍ଭଙ୍କୁ କୁହ, କେଉଁ ଅଧିକାର ରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦଲୋ?

ମାର୍କଲିଖିତ ସୁସମାଚାର 11:29
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମାେ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ କେଉଁ ଅଧିକାର ରେ ମୁଁ ଏସବୁ କାର୍ୟ୍ଯ କରୁଛି।

Occurences : 34

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்