Base Word
πλευρά
Short Definitiona rib, i.e., (by extension) side
Long Definitionthe side of the body
Derivationof uncertain affinity
Same as
International Phonetic Alphabetplɛβˈrɑ
IPA modplevˈrɑ
Syllablepleura
Dictionplev-RA
Diction Modplave-RA
Usageside

ଯୋହନଲିଖିତ ସୁସମାଚାର 19:34
କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ବାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା।

ଯୋହନଲିଖିତ ସୁସମାଚାର 20:20
ଯୀଶୁ ଏକଥା କହିବା ପରେ ଶିଷ୍ଯମାନଙ୍କୁ ତାହାଙ୍କ ହାତ ଗୋଡ ଦଖାଇେଲେ। ଶିଷ୍ଯମାନେ ପ୍ରଭୁଙ୍କୁ ଦେଖି ଅତ୍ଯନ୍ତ ଖୁସି ହେଲେ।

ଯୋହନଲିଖିତ ସୁସମାଚାର 20:25
ଅନ୍ୟ ଶିଷ୍ଯମାନେ ଥୋମାଙ୍କୁ କହିଲେ, ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ। ଥୋମା କହିଲେ, ମୁଁ ତାହାଙ୍କ ହାତ ରେ କଣ୍ଟାଦାଗ ନ ଦେଖିଲା ପର୍ୟ୍ଯନ୍ତ ବିଶ୍ବାସ କରିବି ନାହିଁ। ମୁଁ ମାରେ ଆଙ୍ଗୁଠି ସହେି କଣ୍ଟାର ଦାଗ ରେ ନରଖିବା ଓ ତାହାଙ୍କ କକ୍ଷଦେଶ ରେ ମାରେ ହାତ ନଦବୋ ପର୍ୟ୍ଯନ୍ତ, ମୁଁ ବିଶ୍ବାସ କରିବି ନାହିଁ।

ଯୋହନଲିଖିତ ସୁସମାଚାର 20:27
ତା'ପରେ ଯୀଶୁ ଥୋମାଙ୍କୁ କହିଲେ, ଏଠା ରେ ତୁମ୍ଭର ଆଙ୍ଗୁଳି ରଖ। ମାେ ହାତକୁ ଦେଖ। ମାେ କକ୍ଷଦେଶ ରେ ତୁମ୍ଭ ହାତ ରଖ। ଅବିଶ୍ବାସ ନକରି ବିଶ୍ବାସ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:7
ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସଠାେରେ ଉଭା ହେଲେ। କଠାେରୀଟି ଉଜ୍ଜ୍ବଳ ଆ ଲୋକରେ ଆଲୋକିତ ହାଇଗେଲା। ସେ ପିତରଙ୍କୁ ହଲଇେ ଦଇେ କହିଲେ, ଶୀଘ୍ର ଉଠ। ସହେି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்