Base Word
Ἀνδρέας
Literalmanly
Short Definitionmanly; Andreas, an Israelite
Long DefinitionA native of Bethsaida in Galilee, brother of Simon Peter, a disciple of John the Baptist, and afterwards an apostle of Christ
Derivationfrom G0435
Same asG0435
International Phonetic Alphabetɑnˈðrɛ.ɑs
IPA modɑn̪ˈðre̞.ɑs
Syllableandreas
Dictionan-THREH-as
Diction Modan-THRAY-as
UsageAndrew

ମାଥିଉଲିଖିତ ସୁସମାଚାର 4:18
ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।

ମାଥିଉଲିଖିତ ସୁସମାଚାର 10:2
ସହେି ବାରଜଣ ଶିଷ୍ଯଙ୍କ ନାମ ଏହିଭଳି: ଶିମାନେ(ଯାହାଙ୍କୁ ପିତର ବୋଲି କୁହାୟାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜବଦେିଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।

ମାର୍କଲିଖିତ ସୁସମାଚାର 1:16
ଯୀଶୁ ଗଲିଲୀ ହ୍ରଦ ଦଇେ ୟିବା ସମୟରେ ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମାନେ, ପିତରଙ୍କର ଏହା ଅନ୍ୟ ଏକ ନାମ। ସହେି ଦୁଇ ଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସମାନେେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।

ମାର୍କଲିଖିତ ସୁସମାଚାର 1:29
ତା'ପରେ ସମାନେେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମାନେ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ।

ମାର୍କଲିଖିତ ସୁସମାଚାର 3:18
ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ

ମାର୍କଲିଖିତ ସୁସମାଚାର 13:3
ପରେ ଯୀଶୁ ମନ୍ଦିର ସାମନା ରେ ଥିବା ଜୀତ ପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସମାନେେ ଯୀଶୁଙ୍କୁ ବ୍ଯକ୍ତିଗତଭାବେ ପଚାରିଲେ,

ଲୂକଲିଖିତ ସୁସମାଚାର 6:14
ସମାନେେ ହେଲେ: ଶିମାନେ ଯାହାଙ୍କୁ ସେ ପିତର ବୋଲି ମଧ୍ଯ ନାମ ଦେଲେ। ଶିମାନଙ୍କେ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ। ଫିଲିପ୍ପ ଓ ବର୍ଥଲମି,

ଯୋହନଲିଖିତ ସୁସମାଚାର 1:40
ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ଯରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମାନେ ପିତରଙ୍କର ଭାଇ ଥିଲେ।

ଯୋହନଲିଖିତ ସୁସମାଚାର 1:44
ଫିଲିପ୍ପ ମଧ୍ଯ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ।

ଯୋହନଲିଖିତ ସୁସମାଚାର 6:8
ସଠାେରେ ଆଉଜଣେ ଶିଷ୍ଯ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମାନେ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ,

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்