Base Word
πέραν
Short Definitionthrough (as adverb or preposition), i.e., across
Long Definitionbeyond, on the other side
Derivationapparently accusative case of an obsolete derivative of πείρω (to "pierce")
Same as
International Phonetic Alphabetˈpɛ.rɑn
IPA modˈpe̞.rɑn
Syllableperan
DictionPEH-rahn
Diction ModPAY-rahn
Usagebeyond, farther (other) side, over

ମାଥିଉଲିଖିତ ସୁସମାଚାର 4:15
ସବୂଲୂନ ଓ ନପ୍ତାଲୀ ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ୟର୍ଦ୍ଦନ ନଦୀର ପରପାରିସ୍ଥ ଗାଲୀଲୀର ଏକ ଅଣଯିହୂଦୀ ପ୍ରଦେଶ।

ମାଥିଉଲିଖିତ ସୁସମାଚାର 4:25
ତେଣୁ ଗାଲିଲୀ, ଦକୋପଲି, ୟିରୂଶାଲମ, ଯୀହୂଦା ଓ ୟର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

ମାଥିଉଲିଖିତ ସୁସମାଚାର 8:18
ଯୀଶୁ ତାହାଙ୍କ ଚାରିପଟେ ଲୋକଙ୍କ ଭିଡ ଦେଖିଲେ। ଶିଷ୍ଯମାନଙ୍କୁ ହ୍ରଦର ଆର ପଟକୁ ୟିବାକୁ ଆଦେଶ ଦେଲେ।

ମାଥିଉଲିଖିତ ସୁସମାଚାର 8:28
ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ।

ମାଥିଉଲିଖିତ ସୁସମାଚାର 14:22
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ରେ ଚଢି ହ୍ରଦର ଅପର ପାଶର୍‌ବକୁ ୟିବାକୁ କହିଲେ। ଯୀଶୁ ନିଜେ ସଠାେକୁ ପରେ ଯିବେ ବୋଲି କହିଲେ।

ମାଥିଉଲିଖିତ ସୁସମାଚାର 16:5
ଯୀଶୁଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍‌ବକୁ ଗଲେ। କିନ୍ତୁ ସମାନେେ ସାଙ୍ଗ ରେ ରୋଟୀ ନବୋକୁ ଭୁଲିଗଲେ।

ମାଥିଉଲିଖିତ ସୁସମାଚାର 19:1
ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫରେି ୟର୍ଦ୍ଦନ ନଦୀର ଅପର ପାଶର୍‌ବ ରେ ଥିବା ୟିହୂଦା ଅଞ୍ଚଳ ରେ ପହନ୍ଚିଲେ।

ମାର୍କଲିଖିତ ସୁସମାଚାର 3:8
ୟିହୂଦା, ୟିରୂଶାଲମ, ଏଦୋମ, ୟର୍ଦ୍ଦନ ନଦୀର ଅପର ପାଶର୍‌ବ ସୋର ଓ ସୀଦୋନର ଚାରିଆଡୁ ଅନକେ ଲୋକ ମଧ୍ଯ ଆସି ପହନ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହା ସବୁ କରୁଥିଲେ, ସେ ସମସ୍ତ ଘଟଣା ସମାନେେ ଶୁଣି ସାରିଥିଲେ।

ମାର୍କଲିଖିତ ସୁସମାଚାର 4:35
ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।

ମାର୍କଲିଖିତ ସୁସମାଚାର 5:1
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍‌ବର ଗରାଶୀୟମାନଙ୍କ ଦେଶ ରେ ପହନ୍ଚିଲେ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்