Base Word
παρίστημι
Short Definitionto stand beside, i.e., (transitively) to exhibit, proffer, (specially), recommend, (figuratively) substantiate; or (intransitively) to be at hand (or ready), aid
Long Definitionto place beside or near
Derivationfrom G3844 and G2476
Same asG2476
International Phonetic Alphabetpɑˈri.ste.mi
IPA modpɑˈri.ste̞.mi
Syllableparistēmi
Dictionpa-REE-stay-mee
Diction Modpa-REE-stay-mee
Usageassist, bring before, command, commend, give presently, present, prove, provide, shew, stand (before, by, here, up, with), yield

ମାଥିଉଲିଖିତ ସୁସମାଚାର 26:53
ତୁମ୍ଭେ କ'ଣ ଜାଣିନାହଁ ଯେ ମୁଁ ମାରେ ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମାେତେ ବାରଟି ସନୋ ବାହିନୀରୁ ଅଧିକ ୟୋଗଇବେେ।

ମାର୍କଲିଖିତ ସୁସମାଚାର 4:29
ଯେତବେେଳେ ଶସ୍ଯ ପାଚିଯାଏ, ସେତବେେଳେ ସହେି ଲୋକ ଦାଆ ନଇେ ତାକୁ କାଟେ। କାରଣ ଏହାହିଁ ଅମଳ କରିବାର ଉପୟୁକ୍ତ ସମୟ।

ମାର୍କଲିଖିତ ସୁସମାଚାର 14:47
ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ଆଣି ମହା ଯାଜକଙ୍କର ଜଣେ ଚାକର ଉପରେ ଆଘାତ କଲା। ସହେି ଚାକରର କାନ କଟିଗଲା।

ମାର୍କଲିଖିତ ସୁସମାଚାର 14:69
ସେ ଚାକରାଣୀଟି ପୁଣି ପିତରଙ୍କୁ ଦେଖି ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ କହିବାକୁ ଲାଗିଲା, ଏ ଲୋକଟି ସମାନଙ୍କେ ମଧ୍ଯରୁ ଜଣେ।

ମାର୍କଲିଖିତ ସୁସମାଚାର 14:70
ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ଯ ନୁହେଁ।

ମାର୍କଲିଖିତ ସୁସମାଚାର 15:35
ସଠାେରେ ଠିଆ ହାଇେଥିବା କେତକେ ଲୋକ ଏକଥା ଶୁଣିଲେ। ସମାନେେ କହିଲେ, ଶୁଣ, ସେ ଏଲିୟଙ୍କୁ ଡାକୁଛି।

ମାର୍କଲିଖିତ ସୁସମାଚାର 15:39
କୃଶ ଆଗ ରେ ଠିଆ ହାଇେଥିବା ସନୋପତି ଯୀଶୁ କିପରି ପ୍ରାଣତ୍ଯାଗ କଲେ, ତାହା ଦେଖିଲେ। ସେ କହିଲେ, ପ୍ରକୃତ ରେ ଏହି ଲୋକ ପରମେଶ୍ବରଙ୍କ ପୁତ୍ର ଥିଲେ।

ଲୂକଲିଖିତ ସୁସମାଚାର 1:19
ସ୍ବର୍ଗଦୂତ ଉତ୍ତର ଦେଲେ, ମୁଁ ଗାବ୍ରୀଯଲେ। ମୁଁ ପରମେଶ୍ବରଙ୍କ ସାମନା ରେ ଠିଆ ହାଇେଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଚାର ଦବୋକୁ ପରମେଶ୍ବର ମାେତେ ପଠାଇଛନ୍ତି।

ଲୂକଲିଖିତ ସୁସମାଚାର 2:22
ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଶୁଚି ହବୋର ସମୟ ଆସିଲା। ଏହାପରେ ୟୋ ସଫେ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ବରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ନଇେ ଆସିଲେ।

ଲୂକଲିଖିତ ସୁସମାଚାର 19:24
ସଠାେରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, 'ଏ ଚାକର ପାଖରୁ ଟଙ୍କା ଥଳିଟି ନଇେ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଚାକରକୁ ଦଇଦେିଅ।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்