Base Word
ὅρασις
Short Definitionthe act of gazing, i.e., (externally) an aspect or (internally) an inspired appearance
Long Definitionthe act of seeing
Derivationfrom G3708
Same asG3708
International Phonetic Alphabetˈho.rɑ.sis
IPA modˈow.rɑ.sis
Syllablehorasis
DictionHOH-ra-sees
Diction ModOH-ra-sees
Usagesight, vision

ରେରିତମାନଙ୍କ କାର୍ଯ୍ୟର ବିବରଣ 2:17
ମୁଁ ଶଷେ ସମୟରେ ସମସ୍ତଙ୍କ ଉପରେ ମାରେ ଆତ୍ମା ଢ଼ାଳି ଦବେି। ଯାହାଦ୍ବାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ଯତ ବାଣୀ କହିପାରିବେ। ତୁମ୍ଭମାନଙ୍କର ୟୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:3
ସିଂହାସନ ରେ ଯେଉଁ ବ୍ଯକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ଯବାନ ସୂର୍ୟ୍ଯକାନ୍ତମଣି ଓ ପଦ୍ମରାଗମଣି ଭଳି ଦଖାଯାେଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶାେଭା ସଦୃଶ ଗୋଟିଏ ମେଘଧନୁ ଘରେି ରହିଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:3
ସିଂହାସନ ରେ ଯେଉଁ ବ୍ଯକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ଯବାନ ସୂର୍ୟ୍ଯକାନ୍ତମଣି ଓ ପଦ୍ମରାଗମଣି ଭଳି ଦଖାଯାେଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶାେଭା ସଦୃଶ ଗୋଟିଏ ମେଘଧନୁ ଘରେି ରହିଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:17
ମାେ ଦର୍ଶନ ରେ ମୁଁ ଅଶ୍ବ ଓ ଅଶ୍ବାରୋହୀମାନଙ୍କୁ ଦେଖିଲି। ସମାନେେ ନୀଳକାନ୍ତ ମଣି ତୁଲ୍ଯ ଲୋହିତ, ନୀଳକାନ୍ତ ମଣି ତୁଲ୍ଯ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତି ରେ ପିନ୍ଧିଥିଲେ। ଅଶ୍ବମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦଖାଯାେଉଥିଲା। ସମାନଙ୍କେ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்