ମାଥିଉଲିଖିତ ସୁସମାଚାର 6:19
ନିଜ ପାଇଁ ଏ ସଂସାର ରେ ଧନ ସଞ୍ଚୟ କରନାହିଁ। ଏଠା ରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରି ଦବେେ। ଗ୍ଭରେ ପଶି ସିନ୍ଧି କାଟି ଗ୍ଭରେୀ କରିନବେ।
ମାଥିଉଲିଖିତ ସୁସମାଚାର 6:19
ନିଜ ପାଇଁ ଏ ସଂସାର ରେ ଧନ ସଞ୍ଚୟ କରନାହିଁ। ଏଠା ରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରି ଦବେେ। ଗ୍ଭରେ ପଶି ସିନ୍ଧି କାଟି ଗ୍ଭରେୀ କରିନବେ।
ମାଥିଉଲିଖିତ ସୁସମାଚାର 6:20
ବରଂ ନିଜ ପାଇଁ ସ୍ବର୍ଗ ରେ ଧନ ସଞ୍ଚୟ କର। ସଠାେରେ ତାକୁ ପୋକ କି କଳଙ୍କ ନଷ୍ଟ କରି ପାରିବ ନାହିଁ। ସଠାେରେ ଚୋର ବି ସିନ୍ଧି କାଟି ସହେିଧନ ଗ୍ଭରୋଇ କରି ନଇେ ପାରିବ ନାହିଁ।
ମାଥିଉଲିଖିତ ସୁସମାଚାର 6:20
ବରଂ ନିଜ ପାଇଁ ସ୍ବର୍ଗ ରେ ଧନ ସଞ୍ଚୟ କର। ସଠାେରେ ତାକୁ ପୋକ କି କଳଙ୍କ ନଷ୍ଟ କରି ପାରିବ ନାହିଁ। ସଠାେରେ ଚୋର ବି ସିନ୍ଧି କାଟି ସହେିଧନ ଗ୍ଭରୋଇ କରି ନଇେ ପାରିବ ନାହିଁ।
ମାଥିଉଲିଖିତ ସୁସମାଚାର 6:21
କାରଣ ଯେଉଁଠା ରେ ତୁମ୍ଭର ଧନ, ସଠାେରେ ତୁମ୍ଭର ମନ।
ମାଥିଉଲିଖିତ ସୁସମାଚାର 8:19
ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, ଗୁରୁ, ଆପଣ ଯେଉଁଆଡେ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।
ମାଥିଉଲିଖିତ ସୁସମାଚାର 13:5
ଆଉ କିଛି ବୀଜ ପଥିରିଆ ଜାଗା ରେ ପଡିଗଲା। ସଠାେରେ ୟଥେଷ୍ଟ ମାଟି ନଥିଲା। ମାଟି ଗଭୀରିଆ ନଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡିଲା।
ମାଥିଉଲିଖିତ ସୁସମାଚାର 24:28
ଯେଉଁ ସ୍ଥାନ ରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହାଇେଥିବାର ଦେଖ, ତୁମ୍ଭେ ସହଜ ରେ ଜାଣି ପାର ଯେ ସହେି ସ୍ଥାନ ରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସହେିଭଳି ମାରେ ଆସିବା ଦିନ ଏହି ପ୍ରକାର ହବେ।
ମାଥିଉଲିଖିତ ସୁସମାଚାର 25:24
ତା'ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, 'ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠାେର ବ୍ଯକ୍ତି। ରୋପଣ ନକରି ମଧ୍ଯ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ଯ ଶସ୍ଯ ଏକାଠି କରନ୍ତି।
ମାଥିଉଲିଖିତ ସୁସମାଚାର 25:26
ତା ମାଲିକ ତାକୁ କହିଲେ, 'ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଚ଼ାକର। ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନଥାଏ ସଠାେରେ ମଧ୍ଯ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନଥାଏ, ସଠାେରେ ଶସ୍ଯ ଏକାଠି କରେ।
Occurences : 82
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்