Base Word
ὀθόνιον
Short Definitiona linen bandage
Long Definitiona piece of linen, small linen cloth
Derivationneuter of a presumed derivative of G3607
Same asG3607
International Phonetic Alphabetoˈθo.ni.on
IPA modowˈθow.ni.own
Syllableothonion
Dictionoh-THOH-nee-one
Diction Modoh-THOH-nee-one
Usagelinen clothes

ଲୂକଲିଖିତ ସୁସମାଚାର 24:12
କିନ୍ତୁ ପିତର ଉଠି ପଡିଲେ। ଏକଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡିଗଲେ। ସେ ଭିତରକୁ ଚାହିଁଲେ। କିନ୍ତୁ ସେ କବଳେ ଯୀଶୁଙ୍କ ଉପରେ ଘୋଡାଇ ଦିଆଯାଇଥିବା ଲୁଗାପଟି ସଠାେରେ ଦେଖିଲେ। ଯୀଶୁଙ୍କ ଶରୀର ସଠାେରେ ନଥିଲା। ଯାହ ଘଟି ଯାଇଥିଲା, ସେଥି ରେ ସେ ଆଶ୍ଚର୍ୟ୍ଯ ହାଇେ ଏକାକୀ ରହିବା ପାଇଁ ଚାଲିଗଲେ।

ଯୋହନଲିଖିତ ସୁସମାଚାର 19:40
ଯିହୂଦୀମାନଙ୍କର ସମାଧି ଦବୋ ପ୍ରଥାନୁସା ରେ ସମାନେେ ଦୁ ହେଁ ଯୀଶୁଙ୍କର ମୃତ ଦହକେୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗା ରେ ଗୁଡଇେ ଦେଲେ।

ଯୋହନଲିଖିତ ସୁସମାଚାର 20:5
ସେ ନଇଁପଡି ଭିତରକୁ ଚାହିଁ ପତଳା ଆଚ୍ଛାଦନ ବସ୍ତ୍ର ସଠାେରେ ପଡିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।

ଯୋହନଲିଖିତ ସୁସମାଚାର 20:6
ତା'ପର ତାହାଙ୍କ ପଛ ରେ ଶିମାନେ ପିତର ଆସି ପହନ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ଯ ସଠାେରେ ପତଳା ଆଚ୍ଛାଦନ ବସ୍ତ୍ର ପଡିଥିବାର ଦେଖିଲେ।

ଯୋହନଲିଖିତ ସୁସମାଚାର 20:7
ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡ ରେ ଗୁଡା ହାଇେଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖ ରେ ନଥାଇ ଅଲଗା ଜାଗା ରେ ଗୁଡଇେ ହାଇେ ପଡିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡି ନଥିଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்