No lexicon data found for Strong's number: 3426

ମାଥିଉଲିଖିତ ସୁସମାଚାର 5:15
ଲୋକେ ଦୀପଟିଏ ଜଳଇେ ତାକୁ ହାଣ୍ଡି ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ବାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।

ମାର୍କଲିଖିତ ସୁସମାଚାର 4:21
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପ ରୁଖା ଉପରେ ଦୀପ ରଖ।

ଲୂକଲିଖିତ ସୁସମାଚାର 11:33
କୌଣସି ଲୋକ ଦୀପଟିଏ ଜଳାଇ ଲୁଚାଇ ରେଖନାହିଁ କିମ୍ବା ହାଣ୍ଡି ତଳେ ରେଖ ନାହିଁ। ବରଂ ତାହା ରୁଖାଟିଏ ଉପରେ ରେଖ, ଯାହା ଫଳ ରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்