Base Word | |
μνημεῖον | |
Short Definition | a remembrance, i.e., cenotaph (place of interment) |
Long Definition | any visible object for preserving or recalling the memory of any person or thing |
Derivation | from G3420 |
Same as | G3420 |
International Phonetic Alphabet | m.neˈmi.on |
IPA mod | m.ne̞ˈmi.own |
Syllable | mnēmeion |
Diction | m-nay-MEE-one |
Diction Mod | m-nay-MEE-one |
Usage | grave, sepulchre, tomb |
ମାଥିଉଲିଖିତ ସୁସମାଚାର 8:28
ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ।
ମାଥିଉଲିଖିତ ସୁସମାଚାର 23:29
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।
ମାଥିଉଲିଖିତ ସୁସମାଚାର 27:52
କବରଗୁଡ଼ିକ ଖାଲିଗେଲା, ଆଗରୁ ମରିଯାଇଥିବା ପରମେଶ୍ବରଙ୍କର ଅନକଗେୁଡ଼ିଏ ଲୋକ ମୃତ୍ଯୁରୁ ପୁଣି ଉତ୍ଥାନ କଲେେ। ସମାନେେ କବର ଭିତରୁ ବାହରି ଆସିଲେ।
ମାଥିଉଲିଖିତ ସୁସମାଚାର 27:53
ଯୀଶୁଙ୍କ ମୃତ୍ଯୁରୁ ବଞ୍ଚି ଉଠିବା ପରେ ସମାନେେ ପବିତ୍ରନଗରକୁ ଯାଇ ଅନକେ ଲୋକଙ୍କୁ ଦଖାଦେେଲେ।
ମାଥିଉଲିଖିତ ସୁସମାଚାର 27:60
ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।
ମାଥିଉଲିଖିତ ସୁସମାଚାର 27:60
ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।
ମାଥିଉଲିଖିତ ସୁସମାଚାର 28:8
ତେଣୁ ସହେି ସ୍ତ୍ରୀଲୋକମାନେ ତତ୍କ୍ଷଣାତ୍ କବର ସ୍ଥାନ ଛାଡ଼ି ଚାଲିଗଲେ। ସମାନେେ ଡ଼ରି ଯାଇଥିଲେ, କିନ୍ତୁ ବହୁତ ଖୁସି ମଧ୍ଯ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ଯମାନଙ୍କୁ ଜଣାଇବା ପାଇଁ ସମାନେେ ଦୌଡ଼ି ଦୌଡ଼ି ଗଲେ।
ମାର୍କଲିଖିତ ସୁସମାଚାର 5:2
ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ ରେ ଗୋଟିଏ ଲୋକ କବର ମଧ୍ଯରୁ ବାହାରି ତାହାଙ୍କ ପାଖକୁ ଆସିଲା ା ତା' ଦହେ ରେ ଦୁଷ୍ଟାତ୍ମାଟି ପ୍ରବେଶ କରି ରହିଥିଲା।
ମାର୍କଲିଖିତ ସୁସମାଚାର 5:3
ସେ ଲୋକଟି କବର ମଧିଅରେ ରହୁଥିଲା। ତାହାକୁ କହେି ହେଲେ ବାନ୍ଧି ପାରୁ ନଥିଲେ। ଏପରିକି ଶିକୁଳି ରେ ମଧ୍ଯ ତାକୁ ବାନ୍ଧି ପାରୁ ନଥିଲେ।
ମାର୍କଲିଖିତ ସୁସମାଚାର 6:29
ଏହି ସବୁ ଘଟଣା ଯୋହନଙ୍କ ଶିଷ୍ଯମାନେ ଶୁଣିଲେ। ସମାନେେ ଆସି ଯୋହନଙ୍କ ମୃତ ଶରୀରକୁ ନଇେ କବର ଦେଲେ।
Occurences : 42
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்