ରେରିତମାନଙ୍କ କାର୍ଯ୍ୟର ବିବରଣ 7:16
ସମାନଙ୍କେୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରାହାମ ହ ମାରେର ପୁତ୍ରମାନଙ୍କୁ ପାଖରୁ କିଛି ରୂପା ଟଙ୍କା ଦଇେ କିଣିଥିଲେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:6
ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ବର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହ ରେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଡ଼ାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ୟ୍ଯ ହଲିେ ଯେ, ତୁମ୍ଭମାନେେ ସହେି ପରମେଶ୍ବରଙ୍କଠାରୁ ଦୂ ରଇେ ଯାଇ, କୌଣସି ଅନ୍ୟ ସୁସମାଚାରକୁ ବିଶ୍ବାସ କରୁଛ।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:12
ଯେତବେେଳେ ଯାଜକର ପରିବର୍ତ୍ତନ ହୁଏ ସତେ ବେଳେ ବ୍ଯବସ୍ଥାର ମଧ୍ଯ ପରିବର୍ତ୍ତନ ଆବଶ୍ଯକ ହାଇେଥାଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:5
ବିଶ୍ବାସ ହତେୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କବେବେି ମୃତ୍ଯୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁ ହେ ଯେ, ହନୋକଙ୍କୁ ଉଠାଇ ନଇେ ୟିବା ପୂର୍ବରୁ ସେ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖାଜେି ପାରିଲେ ନାହିଁ, କାରଣ ପରମେଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି ନଇଗେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:5
ବିଶ୍ବାସ ହତେୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କବେବେି ମୃତ୍ଯୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁ ହେ ଯେ, ହନୋକଙ୍କୁ ଉଠାଇ ନଇେ ୟିବା ପୂର୍ବରୁ ସେ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖାଜେି ପାରିଲେ ନାହିଁ, କାରଣ ପରମେଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି ନଇଗେଲେ।
ଯିହୂଦାଙ୍କ ପତ୍ର 1:4
କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்