Base Word
μεταξύ
Short Definitionbetwixt (of place or person); (of time) as adjective, intervening, or (by implication) adjoining
Long Definitionbetween
Derivationfrom G3326 and a form of G4862
Same asG3326
International Phonetic Alphabetmɛ.tɑˈk͡sy
IPA modme̞.tɑˈk͡sju
Syllablemetaxy
Dictionmeh-ta-KSOO
Diction Modmay-ta-KSYOO
Usagebetween, mean while, next

ମାଥିଉଲିଖିତ ସୁସମାଚାର 18:15
ତୁମ୍ଭର କହେି ଭାଇ ଯଦି ତୁମ୍ଭ ବିରୁଦ୍ଧ ରେ ଭୁଲ୍ କାମ କରେ, ତବେେ ସେ ଏକାକୀ ଥିବା ବେଳେ ତା' ନିକଟକୁ ଯାଇ ତାର ଭୁଲ୍ ବିଷୟ ରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତବେେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହାଇେ ରହିବାକୁ ସାହାୟ୍ଯ କଲ।

ମାଥିଉଲିଖିତ ସୁସମାଚାର 23:35
ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।

ଲୂକଲିଖିତ ସୁସମାଚାର 11:51
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ହବେଲ ଙ୍କ ରକ୍ତପାତଠାରୁ ଆରମ୍ଭ କରି ବଦେୀ ଓ ମନ୍ଦିର ର ମଧ୍ଯସ୍ଥଳ ରେ ନିହତ ହାଇେଥିବା ଜିଖରିୟଙ୍କ ରକ୍ତପାତ ପର୍ୟ୍ଯନ୍ତ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ।

ଲୂକଲିଖିତ ସୁସମାଚାର 16:26
ତା' ଛଡା ତୋର ଓ ଆମ୍ଭ ମଝି ରେ ଗୋଟିଏ ବଡ ଖାତ ଅଛି। ତୋତେ ସାହାୟ୍ଯ କରିବା ପାଇଁ ସହେି ଖାତକୁ କହେି ପାରି ହାଇେ ଯାଇ ପାରିବେ ନାହିଁ।' ଏବଂ ସହେି ସ୍ଥାନ ଛାଡି କହେି ଏଠାକୁ ଆସି ପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 4:31
ସ୍ତ୍ରୀଲୋକଟି ନଗର ରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ଅନୁ ରୋଧ କଲେ, ଗୁରୁ କିଛି ଭୋଜନ କରନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:6
ହରେୋଦ ଯେଉଁଦିନ ପିତରଙ୍କୁ ବିଚ଼ାର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରି ରେ ପିତର ଦୁଇଟି ଶିକୁଳି ରେ ବନ୍ଧା ହାଇେ ଦୁଇଜଣ ସୈନିକଙ୍କ ମଝି ରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖ ରେ ରହି କାରାଗାରକୁ ଜଗି ରହିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:42
ପାଉଲ ଓ ବର୍ଣ୍ଣବ୍ବା ସଠାରୁେ ଗଲା ବେଳେ ଲୋକମାନେ ସମାନଙ୍କେୁ ଆଗାମୀ ବିଶ୍ରାମ ଦିବସ ରେ ଏହି ସବୁକଥା ଆହୁରି କରିବାପାଇଁ ଅନୁରୋଧ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:9
ଏହାଦ୍ବାରା ପରମେଶ୍ବର ଆମ୍ଭମାନଙ୍କର ଓ ସମାନଙ୍କେ ମଧିଅରେ କୌଣସି ତଫାତ ରଖିଲେ ନାହିଁ। ସେ ସମାନଙ୍କେର ବିଶ୍ବାସ ଦ୍ବାରା ସମାନଙ୍କେର ହୃଦୟକୁ ପବିତ୍ର କରିଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:15
ସମାନେେ ହୃଦୟ ରେ ଜାଣି ପାରନ୍ତି ଯେ କଣ ଠିକ୍ ଓ କଣ ଭୁଲ୍। ଯାହା ଠିକ୍ ତାହା ବ୍ଯବସ୍ଥା ଚ଼ା ହେଁ। ସମାନେେ ଠିକ୍ ଓ ଭୁଲ୍ ବିଷୟ ରେ ଯାହା ଅନୁଭବ କରନ୍ତି, ତାହା ଦଖାଇେ ମଧ୍ଯ ଦିଅନ୍ତି। େ ବେଳବେଳେ ସମାନଙ୍କେ ବିଚ଼ାର ସମାନଙ୍କେୁ କୁ ହେ ଯେ, ସମାନେେ ମନ୍ଦ କାମ କଲେ, ସମାନେେ ଦୋଷୀ ହୁଅନ୍ତି ଓ େ ବେଳବେଳେ ସମାନଙ୍କେର ବିଗ୍ଭର ସମାନଙ୍କେୁ କୁ ହେ ଯେ, ସମାନେେ ଉତ୍ତମ କାମ କଲେ, ସମାନେେ ନିଜକୁ ଦୋଷୀ ବିବଚେିତ କରନ୍ତି ନାହିଁ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்