Base Word | |
μεθύω | |
Short Definition | to drink to intoxication, i.e., get drunk |
Long Definition | to be drunken |
Derivation | from another form of G3178 |
Same as | G3178 |
International Phonetic Alphabet | mɛˈθy.o |
IPA mod | me̞ˈθju.ow |
Syllable | methyō |
Diction | meh-THOO-oh |
Diction Mod | may-THYOO-oh |
Usage | drink well, make (be) drunk(-en) |
ମାଥିଉଲିଖିତ ସୁସମାଚାର 24:49
ତବେେ ସେ ଅନ୍ୟ ଚାକରମାନଙ୍କୁ ପିଟିବା ଆରମ୍ଭ କରି ଦବେେ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ଯପାନ କରି ରହିବ।
ଯୋହନଲିଖିତ ସୁସମାଚାର 2:10
ସେ ବରକୁ କହିଲେ, ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ୟଥେଷ୍ଟ ପିଇ ତୃପ୍ତ ହବୋପରେ ସମାନେେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ୟ୍ଯନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:15
ତୁମ୍ଭମାନେେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:21
କାରଣ ତୁମ୍ଭମାନେେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କହେି କହେି ୟଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷ ରେ ଅନ୍ୟମାନେ ଅତ୍ଯଧିକ ଖାଇପିଇ ମାତାଲ ହାଇେ ଯାନ୍ତି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:7
ଯେଉଁ ଲୋକମାନେ ଶୁଅନ୍ତି, ସମାନେେ ରାତି ରେ ଶୁଅନ୍ତି। ଯେଉଁମାନେ ମାତାଲ ହୁଅନ୍ତି, ସମାନେେ ରାତି ରେ ମାତାଲ ହୁଅନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:2
ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:6
ମୁଁ ସହେି ସ୍ତ୍ରୀ ଲୋକକୁ ପରମେଶ୍ବରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟ ରେ ସମାନଙ୍କେର ସାକ୍ଷ୍ଯ ଦଇେଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்