Base Word
μάχομαι
Short Definitionto war, i.e., (figuratively) to quarrel, dispute
Long Definitionto fight
Derivationmiddle voice of an apparently primary verb
Same as
International Phonetic Alphabetˈmɑ.xo.mɛ
IPA modˈmɑ.xow.me
Syllablemachomai
DictionMA-hoh-meh
Diction ModMA-hoh-may
Usagefight, strive

ଯୋହନଲିଖିତ ସୁସମାଚାର 6:52
ତା'ପରେ ଯିହୂଦୀମାନେ ପରସ୍ପର ଭିତ ରେ ୟୁକ୍ତିତର୍କ କରିବାକୁ ଲାଗିଲେ। ସମାନେେ କହିଲେ, ଏ ଲୋକ କିପରି ଆମ୍ଭମାନଙ୍କୁ ତା'ର ଶରୀର ଖାଇବା ପାଇଁ ଦଇେ ପାରିବ?

ରେରିତମାନଙ୍କ କାର୍ଯ୍ୟର ବିବରଣ 7:26
ତା' ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧିଅରେ କଳି କରୁଥିବାର ଦେଖିଲେ। ସେ ସମାନଙ୍କେ ମଧିଅରେ ଶାନ୍ତି ସ୍ଥାପନ କରିବାକୁ ଚେ଼ଷ୍ଟା କଲେ ଓ କହିଲେ, ' ହେ ଲୋକମାନେ, ତୁମ୍ଭମାନେେ ପରସ୍ପର ଭାଇଭାଇ। ତୁମ୍ଭମାନେେ ପରସ୍ପର ଭିତ ରେ କାହିଁକି କଳି କରୁଛ?'

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:24
ପ୍ରଭୁଙ୍କର ସବେକ ୟୁକ୍ତି କରିବା ଉଚିତ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହବୋ ଉଚିତ। ସେ ଜଣେ ଭଲ ଶିକ୍ଷକ ହବୋ ଉଚିତ। ସେ ସହନଶୀଳ ହେଉ।

ଯାକୁବଙ୍କ ପତ୍ 4:2
ତୁମ୍ଭମାନେେ ଅନକେ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ବିତ ହାଇେ ସମାନଙ୍କେୁ ହତ୍ଯା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେ ହତେୁ ତୁମ୍ଭେ ପରମେଶ୍ବରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭମାନେେ ସଗେୁଡ଼ିକ ପାଇ ନ ଥାଅ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்