Base Word
Μάρκος
Literala defense
Short DefinitionMarcus, a Christian
Long Definitionan evangelist, the author of the Gospel of Mark
Derivationof Latin origin
Same as
International Phonetic Alphabetˈmɑr.kos
IPA modˈmɑr.kows
Syllablemarkos
DictionMAHR-kose
Diction ModMAHR-kose
UsageMarcus, Mark

ରେରିତମାନଙ୍କ କାର୍ଯ୍ୟର ବିବରଣ 12:12
ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ଯ କୁହା ଯାଉଥିଲା। ସଠାେରେ ଅନକେ ଲୋକ ଏକାଠି ହାଇେ ପ୍ରାର୍ଥନା କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:25
ବର୍ଣ୍ଣବ୍ବା ଓ ଶାଉଲ ୟିରୂଶାଲମ ରେ କାମ ସାରି ଆନ୍ତିୟଖିଆକୁ ଫରେିଗଲେ। ସମାନଙ୍କେୁ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:37
ବର୍ଣ୍ଣବ୍ବା ସମାନଙ୍କେ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନଙ୍କୁ ନବୋପାଇଁ ଚାହିଁଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:39
ଏଥିପାଇଁ ସମାନଙ୍କେ ମଧିଅରେ ଘାରେ ମତଭଦେ ହେଲା। ଏହା ଫଳ ରେ, ପାଉଲ ଓ ବର୍ଣ୍ଣବ୍ବା ପରସ୍ପରଠାରୁ ଅଲଗା ହାଇଗେଲେ। ବର୍ଣ୍ଣବ୍ବା ମାର୍କଙ୍କୁ ନଇେ ଜଳ ପଥରେ କୂପ୍ର ଉପଦ୍ବୀପକୁ ଚ଼ାଲିଗଲେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:10
ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମାେ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ ରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:11
ଏବେ ମାେ ସହିତ କବଳେ ଲୂକ ଅଛନ୍ତି। ତୁମ୍ଭେ ଆସିଲା ବେଳେ ମାର୍କଙ୍କୁ ତୁମ୍ଭ ସହିତ ନଇେ ଆସିବ। ସେ ଏଠା ରେ ମାେ କାମ ରେ ଅତ୍ଯନ୍ତ ଆବଶ୍ଯକୀୟ ହାଇପୋରିବେ।

ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:24
ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।

ପିତରଙ୍କ ପ୍ରଥମ ପତ୍ 5:13
ବାବିଲୋନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି ସମାନେେ ମଧ୍ଯ ମନୋନୀତ। ଯୀଶୁଖ୍ରୀଷ୍ଟଙ୍କ ବିଶ୍ବାସୀ ମାେ ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்