Base Word
λύχνος
Short Definitiona portable lamp or other illuminator (literally or figuratively)
Long Definitiona lamp, candle, that is placed on a stand or candlestick
Derivationfrom the base of G3022
Same asG3022
International Phonetic Alphabetˈly.xnos
IPA modˈlju.xnows
Syllablelychnos
DictionLOO-hnose
Diction ModLYOO-hnose
Usagecandle, light

ମାଥିଉଲିଖିତ ସୁସମାଚାର 5:15
ଲୋକେ ଦୀପଟିଏ ଜଳଇେ ତାକୁ ହାଣ୍ଡି ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ବାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।

ମାଥିଉଲିଖିତ ସୁସମାଚାର 6:22
ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।

ମାର୍କଲିଖିତ ସୁସମାଚାର 4:21
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପ ରୁଖା ଉପରେ ଦୀପ ରଖ।

ଲୂକଲିଖିତ ସୁସମାଚାର 8:16
କହେି କବେେ ଦୀପଟିଏ ହାଣ୍ଡିତଳେ ଘୋଡଇେ ରଖିବା ପାଇଁ ବା ଖଟ ତଳେ ଲୁଚଇେ ରଖିବା ପାଇଁ ଜଳଇେ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୁଖା ଉପରେ ରେଖ। ତାହା ହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସମାନେେ ଦେଖି ପାରିବା ପାଇଁ ୟଥେଷ୍ଟ ଆଲୁଅ ପାଇବେ।

ଲୂକଲିଖିତ ସୁସମାଚାର 11:33
କୌଣସି ଲୋକ ଦୀପଟିଏ ଜଳାଇ ଲୁଚାଇ ରେଖନାହିଁ କିମ୍ବା ହାଣ୍ଡି ତଳେ ରେଖ ନାହିଁ। ବରଂ ତାହା ରୁଖାଟିଏ ଉପରେ ରେଖ, ଯାହା ଫଳ ରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।

ଲୂକଲିଖିତ ସୁସମାଚାର 11:34
ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅ ରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାର ରେ ଭରିୟିବ।

ଲୂକଲିଖିତ ସୁସମାଚାର 11:36
ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହା ହେଲ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହବେ।

ଲୂକଲିଖିତ ସୁସମାଚାର 12:35
କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡିକ ଜଳଇେ ରଖ।

ଲୂକଲିଖିତ ସୁସମାଚାର 15:8
ମନକରେ ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତବେେ ସହେି ସ୍ତ୍ରୀଲୋକଟି ଆଲୁଅ ଲଗଇେ ଘର ସାରା ଭଲ କରି ଓଳଇେ ପକଇବେ ଓ ରୂପା ମୁଦ୍ରାଟି ନ ପାଇବା ପର୍ୟ୍ଯନ୍ତ ଚାରିଆଡେ ଖାଜେିବ।

ଯୋହନଲିଖିତ ସୁସମାଚାର 5:35
ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦଇେଥିଲେ। ଏବଂ ତୁମ୍ଭମାନେେ ସହେି ଆଲୋକ କିଛି କ୍ଷଣ ପାଇଁ ଉପ ଭୋଗ କରି ଖୁସି ହେଲ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்