Base Word
ἀναβλέπω
Short Definitionto look up; by implication, to recover sight
Long Definitionto look up
Derivationfrom G0303 and G0991
Same asG0303
International Phonetic Alphabetɑ.nɑˈβlɛ.po
IPA modɑ.nɑˈvle̞.pow
Syllableanablepō
Dictionah-na-VLEH-poh
Diction Modah-na-VLAY-poh
Usagelook (up), see, receive sight

ମାଥିଉଲିଖିତ ସୁସମାଚାର 11:5
ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।

ମାଥିଉଲିଖିତ ସୁସମାଚାର 14:19
ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଘାସ ଉପରେ ବସିୟିବାପାଇଁ କହିଲେ. ତା'ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଚାହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କ ହାତକୁ ଦେଲେ। ଶିଷ୍ଯମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ।

ମାଥିଉଲିଖିତ ସୁସମାଚାର 20:34
ଯୀଶୁଙ୍କ ମନ ରେ ସମାନଙ୍କେ ପାଇଁ ଦୟା ଆସିଲା। ସେ ସମାନଙ୍କେର ଆଖି ଛୁଇଁ ଦେଲେ, ଓ ସମାନେେ ତୁରନ୍ତ ଦେଖି ପାରିଲେ। ତା'ପରେ ସମାନେେ ଯୀଶୁଙ୍କୁ ଅନୁସରଣ କଲେ।

ମାର୍କଲିଖିତ ସୁସମାଚାର 6:41
ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।

ମାର୍କଲିଖିତ ସୁସମାଚାର 7:34
ଯୀଶୁ ପୁଣି ସ୍ବର୍ଗ ଆଡକୁ ଚାହିଁ ଦୀର୍ଘ ନିଶ୍ବାସ ପକାଇଲେ। ସେ ଲୋକଟିକୁ କହିଲେ,

ମାର୍କଲିଖିତ ସୁସମାଚାର 8:24
ସହେି ଲୋକଟି ଉପରକୁ ଚାହିଁ କହିଲା, ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସମାନେେ ଚାରି ଆଡେ ଚାଲୁଥିବା ଘଛ ଭଳି ମାେତେ ଦଖାେ ଯାଉଛନ୍ତି।

ମାର୍କଲିଖିତ ସୁସମାଚାର 8:25
ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହାଇେ ଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।

ମାର୍କଲିଖିତ ସୁସମାଚାର 10:51
ଯୀଶୁ ଅନ୍ଧ ଲୋକଟିକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ? ଅନ୍ଧଟି ଉତ୍ତର ଦଲୋ, ଗୁରୁ, ମୁଁ ଦେଖିବାକୁ ଚାହୁଁଛି।

ମାର୍କଲିଖିତ ସୁସମାଚାର 10:52
ଯୀଶୁ କହିଲେ, ଯାଅ, ତୁମ୍ଭେ ଭଲ ହାଇଗେଲ, କାରଣ ତୁମ୍ଭେ ବିଶ୍ବାସ କଲ। ତା'ପରେ ଲୋକଟି ସବୁ କିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।

ମାର୍କଲିଖିତ ସୁସମାଚାର 16:4
ତା'ପରେ ସମାନେେ ସେ ଆଡକୁ ଚାହିଁଲେ। ସମାନେେ ଦେଖିଲେ ଯେ ସହେି ବଡ ପଥରଟି ସଠାରୁେ ଘୁଞ୍ଚା ଯାଇଛି।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்