No lexicon data found for Strong's number: 2980

ମାଥିଉଲିଖିତ ସୁସମାଚାର 9:18
ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ଯକ୍ଷ ଆସିଲେ। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡଲେ ଓ କହିଲେ, ମାରେ ଝିଅ ଏବେ ମରୀଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖି ଦିଅ। ତା' ହେଲେ ସେ ପୁଣି ବଞ୍ଚି ଉଠିବ।

ମାଥିଉଲିଖିତ ସୁସମାଚାର 9:33
ଯୀଶୁ ତା' ଦହରେୁ ଭୂତକୁ ତଡି ଦେଲେ। କିଛି କହି ପାରୁ ନଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫରେି ପାଇଲା। ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଇଶ୍ରାଯାଲ ରେ ଏଭଳି ଘଟଣା ଘଟିବା ଆମ୍ଭେ କବେେ ହେଲେ ଦେଖି ନଥିଲୁ।

ମାଥିଉଲିଖିତ ସୁସମାଚାର 10:19
ସମାନେେ ତୁମ୍ଭକୁ ବାନ୍ଧି ନବୋ ବେଳେ କ'ଣ କହିବ ଓ କିପରି କହିବ, ସେ ବିଷୟ ରେ ଚିନ୍ତାକରି କିଛି ବ୍ଯସ୍ତ ହୁଅନାହିଁ। କାରଣ ତୁମ୍ଭକୁ ସେତବେେଳେ କ'ଣ କହିବାକୁ ହବେ ତାହା ଜଣଇେ ଦିଆୟିବ।

ମାଥିଉଲିଖିତ ସୁସମାଚାର 10:19
ସମାନେେ ତୁମ୍ଭକୁ ବାନ୍ଧି ନବୋ ବେଳେ କ'ଣ କହିବ ଓ କିପରି କହିବ, ସେ ବିଷୟ ରେ ଚିନ୍ତାକରି କିଛି ବ୍ଯସ୍ତ ହୁଅନାହିଁ। କାରଣ ତୁମ୍ଭକୁ ସେତବେେଳେ କ'ଣ କହିବାକୁ ହବେ ତାହା ଜଣଇେ ଦିଆୟିବ।

ମାଥିଉଲିଖିତ ସୁସମାଚାର 10:20
ମନରେଖ କହିବା ଲୋକ କବେେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।

ମାଥିଉଲିଖିତ ସୁସମାଚାର 10:20
ମନରେଖ କହିବା ଲୋକ କବେେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।

ମାଥିଉଲିଖିତ ସୁସମାଚାର 12:22
ତା'ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା। ତା ଦହେ ରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହାଇେ ଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରି ଦେଲେ। ଫଳ ରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା।

ମାଥିଉଲିଖିତ ସୁସମାଚାର 12:34
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।

ମାଥିଉଲିଖିତ ସୁସମାଚାର 12:34
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।

ମାଥିଉଲିଖିତ ସୁସମାଚାର 12:36
କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।

Occurences : 295

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்