Base Word
κόπτω
Short Definitionto "chop"; specially, to beat the breast in grief
Long Definitionto cut, strike, smite
Derivationa primary verb
Same asG5114
International Phonetic Alphabetˈko.pto
IPA modˈkow.ptow
Syllablekoptō
DictionKOH-ptoh
Diction ModKOH-ptoh
Usagecut down, lament, mourn, (be-)wail

ମାଥିଉଲିଖିତ ସୁସମାଚାର 11:17
'ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ। କିନ୍ତୁ ତୁମ୍ଭେ ନାଚିଲ ନାହିଁ। ଆମ୍ଭେ ଶୋକ ଗୀତ ଗାଇଲୁ, କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।'

ମାଥିଉଲିଖିତ ସୁସମାଚାର 21:8
ଯୀଶୁ ୟିରୂଶାଲମ ରାସ୍ତା ରେ ଯାତ୍ରା କଲେ। ଅନକେ ଲୋକ ଯୀଶୁଙ୍କ ପାଇଁ ସମାନଙ୍କେର ଲୁଗା ରାସ୍ତା ରେ ବିଛଇେ ଦେଲେ। ଆଉ କେତକେ ଲୋକ ଗଛରୁ ଡ଼ାଳ ସବୁ କାଟି ରାସ୍ତା ରେ ବିଛାଇ ଦେଲେ।

ମାଥିଉଲିଖିତ ସୁସମାଚାର 24:30
ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।

ମାର୍କଲିଖିତ ସୁସମାଚାର 11:8
ଅନକେ ଲୋକ ଯୀଶୁଙ୍କ ପାଇଁ ସମାନଙ୍କେ ଲୁଗା ରାସ୍ତା ରେ ବିଛଇେ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତା ରେ ବିଛଇେ ଦେଲେ।

ଲୂକଲିଖିତ ସୁସମାଚାର 8:52
ସମସ୍ତେ ସହେି ଝିଅଟିର ମୃତ୍ଯୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, କନ୍ଦନାହିଁ, ସେ ମରି ନାହିଁ, ସେ କବଳେ ଶାଇେଛି ମାତ୍ର।

ଲୂକଲିଖିତ ସୁସମାଚାର 23:27
ବହୁ ସଂଖ୍ଯା ରେ ଲୋକେ ଯୀଶୁଙ୍କ ପେଛ ପେଛ ଗଲେ। କେତକେ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସମାନେେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:7
ଦେଖ, ଯୀଶୁ ମେଘମାଳା ରେ ଆସୁଅଛନ୍ତି। ପ୍ରେତ୍ୟକକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ଯ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନ ରେ ଉଚ୍ଚସ୍ବର ରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:9
ଜଗତର ଯେଉଁ ରାଜାମାନେ ତା' ସହିତ ବ୍ଯଭିଚାର ପାପ କାର୍ୟ୍ଯ ରେ ଲିପ୍ତ ଥିଲେ ଓ ତା'ଧନ ରେ ଭାଗୀଦାର ଥିଲେ, ସମାନେେ ଯେତବେେଳେ ତାହାର ଦହନର ଧୂଆଁ ଦେଖିବେ, ସମାନେେ ତା'ର ମୃତ୍ଯୁ କାରଣରୁ କାନ୍ଦିବେ ଓ ଦୁଃଖିତ ହବେେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்