No lexicon data found for Strong's number: 2836

ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।

ମାଥିଉଲିଖିତ ସୁସମାଚାର 15:17
ତୁମ୍ଭେ କ'ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପଟେ ଭିତରକୁ ଯାଏ ଓ ପରିଶଷେ ରେ ଦହରେୁ ବାହାରିଯାଏ।

ମାଥିଉଲିଖିତ ସୁସମାଚାର 19:12
କେତକେ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତାର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତକେ ଲୋକ ନଫୁସକ ହାଇେ ଜନ୍ମ ହାଇେଥାନ୍ତି। କେତକେ ଲୋକ ଅନ୍ୟମାନଙ୍କ ଦ୍ବାରା ପରବର୍ତ୍ତୀ ସମୟରେ ନଫୁସକ ରୋଇଯାଇଥାନ୍ତି। ଆଉ କେତକେ ଲୋକ ସ୍ବର୍ଗରାଜ୍ଯ ପାଇଁ ବିବାହ କରି ନଥାଆନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରିପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚ଼ିତ

ମାର୍କଲିଖିତ ସୁସମାଚାର 7:19
କାରଣ ଖାଦ୍ୟ ତାର ହୃଦୟକୁ ନଯାଇ ପଟେ ଭିତରକୁ ଯାଏ ଓ ପୁଣି ମଳ ଆକାର ରେ ବାହାରକୁ ବାହାରି ଯାଏ। ଏହା କହି ଯୀଶୁ ସମସ୍ତ ଖାଦ୍ୟ ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ।

ଲୂକଲିଖିତ ସୁସମାଚାର 1:15
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।

ଲୂକଲିଖିତ ସୁସମାଚାର 1:41
ସରିୟମଙ୍କ ଅଭିବାଦନ ଶୁଣିବା ମାତ୍ ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ।

ଲୂକଲିଖିତ ସୁସମାଚାର 1:42
ଏଲୀଶାବେଥ ବଡ ପାଟି ରେ କହିଲେ, ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ଯା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦବୋକୁ ଯାଉଅଛ, ପରମେଶ୍ବର ତାହାକୁ ଧନ୍ଯ କରିଛନ୍ତି।

ଲୂକଲିଖିତ ସୁସମାଚାର 1:44
ମୁଁ ତୁମ୍ଭ ଅଭିବାଦନର ସ୍ବର ଶୁଣିବା ମାତ୍ ରେ ମାରେ ଗର୍ଭସ୍ଥ ସନ୍ତାନ ଆନନ୍ଦ ରେ ନାଚି ଉଠିଲା।

ଲୂକଲିଖିତ ସୁସମାଚାର 2:21
ଶିଶୁଟି ଆଠ ଦିନର ହବୋରୁ ତାର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭ ରେ ରହି ବଢିବା ପୂର୍ବରୁ ସ୍ବର୍ଗଦୂତ ତାହାଙ୍କୁ ଏହି ନାମ ଦଇେଥିଲେ।

ଲୂକଲିଖିତ ସୁସମାଚାର 11:27
ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡି ଉଚ୍ଚ ସ୍ବର ରେ କହିବାକୁ ଲାଗିଲା, ଧନ୍ଯ ତୁମ୍ଭର ମାଆ। କାରଣ ସେ ତୁମ୍ଭକୁ ଜନ୍ମ ଦଇେଛନ୍ତି ଓ କ୍ଷୀରପାନ କରାଇଛନ୍ତି।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்