No lexicon data found for Strong's number: 2818

ମାଥିଉଲିଖିତ ସୁସମାଚାର 21:38
କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତ ରେ କୁହା କୁହି ହେଲେ, 'ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦବୋ, ଏହି ସମ୍ପତ୍ତି ଆମ୍ଭର ହାଇଯେିବ।'

ମାର୍କଲିଖିତ ସୁସମାଚାର 12:7
କିନ୍ତୁ କୃଷକମାନେ କୁହାକୁହି ହେଲେ, 'ଏହି ଲୋକଟି ବଗିଚା ମାଲିକର ପୁଅ। ବଗିଚାର ସେ ଉତ୍ତରାଧିକାରୀ। ଆମ୍ଭମାନେେ ତାକୁ ମାରି ଦେଲେ ବଗିଚାଟି ଆମ୍ଭର ହାଇଯେିବ'।

ଲୂକଲିଖିତ ସୁସମାଚାର 20:14
କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, 'ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତାର ହିଁ ହବେ। ଆମ୍ଭେ ତାକୁ ମାରି ଦେଲେ ଜମିଟି ଆମ୍ଭରି ହାଇଯେିବ।'

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:13
ଅବ୍ରାହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସମାନେେ ସଂସାରର ଉତ୍ତରାଧିକାରୀ ହବେେ। କିନ୍ତୁ ଅବ୍ରାହାମ ଏହି ପ୍ରତିଶ୍ରୁତି ବ୍ଯବସ୍ଥା ପାଳନ କରିଥିବାରୁ ମିଳି ନଥିଲା। ବିଶ୍ବାସ ଦ୍ବାରା ସେ ପରମେଶ୍ବରଙ୍କଠା ରେ ଧାର୍ମିକ ହାଇେଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:14
ବ୍ଯବସ୍ଥା ପାଳନ କରିବା ଦ୍ବାରା ଯଦି ଜଣେ ଲୋକ ପରମେଶ୍ବର ଯାହା ପ୍ରତିଜ୍ଞା ଦଇେଥିଲେ ତାହା ପାଏ, ତା' ହେଲେ ବିଶ୍ବାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ଯ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:17
ଆମ୍ଭେ ଯଦି ପରମେଶ୍ବରଙ୍କର ସନ୍ତାନ, ତା ହେଲେ ପରମେଶ୍ବର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ବରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ଯ ଏହି ଆଶୀର୍ବାଦ ପାଇବୁ। କାନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହା ହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ଯ ମହିମାର ଅଧିକାରୀ ହବୋ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:17
ଆମ୍ଭେ ଯଦି ପରମେଶ୍ବରଙ୍କର ସନ୍ତାନ, ତା ହେଲେ ପରମେଶ୍ବର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ବରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ଯ ଏହି ଆଶୀର୍ବାଦ ପାଇବୁ। କାନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହା ହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ଯ ମହିମାର ଅଧିକାରୀ ହବୋ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:29
ଯଦି ତୁମ୍ଭମାନେେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତବେେ ସ୍ବଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ଯ ଅଟ, ଓ ପରମେଶ୍ବର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦଇେଥିଲେ, ସହେି ପ୍ରତିଶୃତିର ମଧ୍ଯ ତୁମ୍ଭେ ଉତ୍ତରାଧିକାରୀ ଅଟ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:1
ମୁଁ କହୁଛି ଯେ, ଯେପର୍ୟ୍ଯନ୍ତ ଜଣେ ଉତ୍ତରାଧିକାରୀ ଅବସ୍ଥା ରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହାଇେଥିଲେ ମଧ୍ଯ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:7
ଅତଏବ, ତୁମ୍ଭମାନେେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ବରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହାଇେଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்