Base Word
κλάσμα
Short Definitiona piece (bit)
Long Definitiona fragment, broken piece
Derivationfrom G2806
Same asG2806
International Phonetic Alphabetˈklɑ.smɑ
IPA modˈklɑ.smɑ
Syllableklasma
DictionKLA-sma
Diction ModKLA-sma
Usagebroken, fragment

ମାଥିଉଲିଖିତ ସୁସମାଚାର 14:20
ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତାଷେ ଲାଭ କଲେ। ଲୋକେ ଖାଇସାରିବା ପରେ ଶିଷ୍ଯମାନେ ବଳକା ଖାଦ୍ୟତକ ବାରଟି ଝୁଡି ରେ ଭର୍ତ୍ତି କଲେ।

ମାଥିଉଲିଖିତ ସୁସମାଚାର 15:37
ସମସ୍ତେ ଖାଇଲେ ଓ ସନ୍ତଷେ ଲାଭ କଲେ। ତା'ପରେ ଶିଷ୍ଯମାନେ ବଳକା ଖାଦ୍ୟକୁ ସାତଟି ଟୋକଇେ ରେ ଭର୍ତ୍ତି କଲେ।

ମାର୍କଲିଖିତ ସୁସମାଚାର 6:43
ସମସ୍ତେ ଖାଇ ସାରିବା ପରେ ଶିଷ୍ଯମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡିକୁ ବାରଟି ଟୋକଇେ ରେ ସଂପୂର୍ଣ୍ଣ କରି ଭର୍ତ୍ତି କଲେ।

ମାର୍କଲିଖିତ ସୁସମାଚାର 8:8
ସବୁ ଲୋକ ଖାଇ ତୃପ୍ତ ହେଲେ। ତା'ପରେ ସମାନେେ ବଳକା ଟୁକୁରା ତକ ଏକାଠି କରି ସାତଟି ଟୋକଇେ ରେ ଭର୍ତ୍ତି କଲେ।

ମାର୍କଲିଖିତ ସୁସମାଚାର 8:19
ମୁଁ ଯେତବେେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦଇେଥିଲି, ମନେ ପକଇେଲ, ତୁମ୍ଭମାନେେ କତେୋଟି ଟୋକଇେ ରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?

ମାର୍କଲିଖିତ ସୁସମାଚାର 8:20
ଆଉ ମୁଁ ଯେତବେେଳେ ଚାରିହଜାର ଲୋକଙ୍କ ପାଇଁ ସାତଟି ରୋଟୀ ଖଣ୍ଡ ଖଣ୍ଡ କରି ଦଇେଥିଲି, ମନେ ପକଇେଲ, ତୁମ୍ଭମାନେେ କତେୋଟି ଟୋକଇେ ରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?

ଲୂକଲିଖିତ ସୁସମାଚାର 9:17
ସବୁ ଲୋକ ଖାଇଲେ ଓ ତୃପ୍ତ ହାଇଗେଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ଯମାନେ ବାରଟି ଟୋକଇେ ରେ ଭର୍ତ୍ତିକଲେ।

ଯୋହନଲିଖିତ ସୁସମାଚାର 6:12
ସବୁ ଲୋକମାନେ ୟଥେଷ୍ଟ ପରିମାଣ ରେ ଖାଇଲେ। ସମାନେେ ଖାଇ ସାରିବା ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।

ଯୋହନଲିଖିତ ସୁସମାଚାର 6:13
ତେଣୁ ଶିଷ୍ଯମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କବଳେ ମାତ୍ର ପାନ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ଯମାନେ ବଳକା ଖାଦ୍ୟକୁ ବାରଟି ଟୋକାଇ ରେ ଭର୍ତ୍ତି କଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்