Base Word
κεφαλή
Short Definitionthe head (as the part most readily taken hold of), literally or figuratively
Long Definitionthe head, both of men and often of animals
Derivationfrom the primary κάπτω (in the sense of seizing)
Same as
International Phonetic Alphabetkɛ.fɑˈle
IPA modce̞.fɑˈle̞
Syllablekephalē
Dictionkeh-fa-LAY
Diction Modkay-fa-LAY
Usagehead

ମାଥିଉଲିଖିତ ସୁସମାଚାର 5:36
ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବନାହିଁ।

ମାଥିଉଲିଖିତ ସୁସମାଚାର 6:17
ତେଣୁ ତୁମ୍ଭେ ଉପବାସ କଲା ବେଳେ ମୁଣ୍ଡ ରେ ତଲେ ଲଗାଇ ବାଳ ସଜାଡ ଓ ମୁହଁ ଧୁଅ।

ମାଥିଉଲିଖିତ ସୁସମାଚାର 8:20
ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ଯପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।

ମାଥିଉଲିଖିତ ସୁସମାଚାର 10:30
ତୁମ୍ଭ ମୁଣ୍ଡ ରେ କତେୋଟି ବାଳ ଅଛି, ସେ କଥା ମଧ୍ଯ ପରମେଶ୍ବର ଜାଣନ୍ତି।

ମାଥିଉଲିଖିତ ସୁସମାଚାର 14:8
େ ହରୋଦିଆଙ୍କ ପ୍ରରୋଚନା ରେ ଝିଅ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ଆଣି ଏହିଠା ରେ ଦିଅନ୍ତୁ।

ମାଥିଉଲିଖିତ ସୁସମାଚାର 14:11
ତାପରେ ଗୋଟିଏ ଥାଳି ରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦଇେ ଦିଆଗଲା। ଝିଅ କଟାମୁଣ୍ଡ ତା ମାଆ େ ହରୋଦିଆଙ୍କ ପାଖକୁ ନଇଗେଲା।

ମାଥିଉଲିଖିତ ସୁସମାଚାର 21:42
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?:

ମାଥିଉଲିଖିତ ସୁସମାଚାର 26:7
ଯୀଶୁ ସଠାେରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖ ରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ର ରେ ବହୁ ମୂଲ୍ଯବାନ ମୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢ଼ାଳି ଦଲୋ। ସେତବେେଳେ ଯୀଶୁ ଖାଉଥିଲେ।

ମାଥିଉଲିଖିତ ସୁସମାଚାର 27:29
ସମାନେେ କଣ୍ଟାଡ଼ାଳ ରେ ଗୋଟିଏ ମୁକୁଟ ତିଆରି କଲେ ଓ ସହେି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡ ରେ ପିନ୍ଧାଇ ଦେଲେ। ତାହାଙ୍କର ଡ଼ାହାଣ ହାତ ରେ ବାଡ଼ିଟି ଧ ରଇେ ଦେଲେ। ତା'ପରେ ତାହାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ି ତାହାଙ୍କୁ ଥଟ୍ଟା କଲେ। ସମାନେେ କହିଲେ, ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।

ମାଥିଉଲିଖିତ ସୁସମାଚାର 27:30
ତା'ପରେ ସମାନେେ ତାହାଙ୍କ ମୁହଁ ଉପରକୁ ଛପେ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନଇେ ସେଥି ରେ ତାହାଙ୍କର ମୁଣ୍ଡକୁ ପୁଟିବାକୁ ଲାଗିଲେ।

Occurences : 76

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்