Base Word
κατέρχομαι
Short Definitionto come (or go) down (literally or figuratively)
Long Definitionto come down, go down
Derivationfrom G2596 and G2064 (including its alternate)
Same asG2064
International Phonetic Alphabetkɑˈtɛr.xo.mɛ
IPA modkɑˈte̞r.xow.me
Syllablekaterchomai
Dictionka-TER-hoh-meh
Diction Modka-TARE-hoh-may
Usagecome (down), depart, descend, go down, land

ଲୂକଲିଖିତ ସୁସମାଚାର 4:31
ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।

ଲୂକଲିଖିତ ସୁସମାଚାର 9:37
ତା' ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁସଂଖ୍ଯା ରେ ଲୋକେ ଆସି ଯୀଶୁଙ୍କୁ ଭଟେିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:5
ଫିଲିପ୍ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟ ରେ ସମାନଙ୍କେ ନିକଟରେ ପ୍ରଚ଼ାର କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:32
ଇତି ମଧିଅରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶଷେ ରେ ଲୂଦ ନଗର ରେ ରହୁଥିବା ସାଧୁମାନଙ୍କ ପାଖ ରେ ଆସି ପହନ୍ଚିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:27
ସେତବେେଳେ କେତକେ ଭାବବାଦୀ ୟିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:19
େ ହରୋଦ ତାହାଙ୍କୁ ଖାଜେିଲେ, କିନ୍ତୁ ପାଇଲେ ନାହିଁ। ତା'ପରେ ସେ ଜଗୁଆଳୀମାନଙ୍କୁ ପଚ଼ରା ଉଚ଼ରା କରିସାରି, ସମାନଙ୍କେୁ ମୃତ୍ଯୁଦଣ୍ତ ରେ ଦଣ୍ଡିତ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:4
ବର୍ଣ୍ଣବ୍ବା ଓ ଶାଉଲ ପବିତ୍ର ଆତ୍ମାଙ୍କ ଦ୍ବାରା ପ୍ ରରେିତ ହାଇେ ସେଲୂକିଆ ନଗରକୁ ଗଲେ। ସଠାରୁେ ସମାନେେ କୁପ୍ର ଉପଦ୍ବୀପକୁ ଯାତ୍ରା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:1
କେତକେ ଲୋକ ୟିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସମାନେେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, ତୁମ୍ଭମାନେେ ଯଦି ମାଶାଙ୍କେର ବ୍ଯବସ୍ଥା ଅନୁସାରେ ସୁନ୍ନତ ନହୁଅ, ତବେେ ତୁମ୍ଭମାନେେ ପରିତ୍ରାଣ ପାଇପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:5
ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଚ଼ାର ପ୍ରଚ଼ାର କରିବା ରେ ଦେଲେ। ସେ ଯିହୂଦୀମାନଙ୍କ ଆଗ ରେ ପ୍ରମାଣିତ କରି ଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:22
ପାଉଲ କାଇସରୀଆ ରେ ପହଞ୍ଚି ୟିରୂଶାଲମର ମଣ୍ଡଳୀକୁ ଯାଇ ସମାନଙ୍କେ ସହିତ ସାକ୍ଷାତ କଲେ। ତା'ପରେ ସେ ଆନ୍ତିୟଖିଆ ନଗରକୁ ଗଲେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்