No lexicon data found for Strong's number: 2705

ମାଥିଉଲିଖିତ ସୁସମାଚାର 26:49
ତା'ପରେ ୟିହୂଦା ଯୀଶୁଙ୍କ ପାଖ ରେ ପହଞ୍ଚି ତାହାଙ୍କୁ କହିଲେ, ହେ ଗୁରୁ, ନମସ୍କାର ତାପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।

ମାର୍କଲିଖିତ ସୁସମାଚାର 14:45
ଯୀହୁଦା ଯୀଶୁଙ୍କ ପାଖକୁ ଯାଇ କହିଲା, ଗୁରୁ! ତା'ପରେ ଯିହୁଦା ଯୀଶୁଙ୍କୁ ଚୁମ୍ବନ କଲା।

ଲୂକଲିଖିତ ସୁସମାଚାର 7:38
ସେ ଯୀଶୁଙ୍କ ପଛଆଡେ ଗୋଡ ପାଖ ରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହ ରେ ଧୋଇ ଦଲୋ। ନିଜ ମୁଣ୍ଡର ବାଳ ରେ ଯୀଶୁଙ୍କ ପାଦ ପୋଛି ଦଲୋ। ତାହାଙ୍କ ପାଦ ରେ ବହୁବାର ଚୁମ୍ବନ ଦଲୋ ଓ ପାଦ ଉପରେ ଅତର ଢାଳି ଦଲୋ।

ଲୂକଲିଖିତ ସୁସମାଚାର 7:45
ତୁମ୍ଭେ ମାେତେ ଚୁମ୍ବନ ଦଲେ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ୟ୍ଯନ୍ତ ସେ ମାରେ ପାଦ ରେ ଚୁମ୍ବନ ଦବୋ ବନ୍ଦ କରିନାହିଁ।

ଲୂକଲିଖିତ ସୁସମାଚାର 15:20
ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:37
ସମାନେେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢଇେ ଧରି ଚ଼ମ୍ବନ ଦେଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்