ମାଥିଉଲିଖିତ ସୁସମାଚାର 3:17
ସେତବେେଳେ ଆକାଶରୁ ଏହି ବାଣୀ ହେଲା: ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।
ମାଥିଉଲିଖିତ ସୁସମାଚାର 12:18
ୟିଶାଇୟ କହିଥିଲେ, ଏ ମାରେ ସବେକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମାରେ ଆତ୍ମା ମୁଁ ତାହାଙ୍କଠା ରେ ରଖିବି। ସେ ଜାତିମାନଙ୍କ ଭିତ ରେ ନ୍ଯାୟ ଘାଷେଣା କରିବେ।
ମାଥିଉଲିଖିତ ସୁସମାଚାର 17:5
ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ବଳ ମେଘଖଣ୍ଡ ଆସି ସମାନଙ୍କେୁ ଢ଼ାଙ୍କି ଦଲୋ। ମେଘମଧ୍ଯରୁ ଆକାଶବାଣୀ ହେଲା, ଏ ହେଉଛନ୍ତି ମାରେ ପୁତ୍ର ଯାହାଙ୍କୁ ମୁଁ ପ୍ ରମେ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।
ମାର୍କଲିଖିତ ସୁସମାଚାର 1:11
ଆକାଶରୁ ବାଣୀ ହେଲା: ହେ ମାହେର ପୁତ୍ର, ମୁଁ ତୁମ୍ଭକୁ ପ୍ ରମେ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସି।
ମାର୍କଲିଖିତ ସୁସମାଚାର 9:7
ତା'ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡାଇ ପକାଇଲା। ମେଘ ଭିତରୁ ଏହି ଭଳି ବାଣୀ ଶୁଣା ଗଲା, ଏ ମାରେ ପୁତ୍ର, ମୁଁ ତାହାଙ୍କୁ ପ୍ ରମେ କରେ। ତୁମ୍ଭମାନେେ ତାହାଙ୍କ କଥା ମାନ।
ମାର୍କଲିଖିତ ସୁସମାଚାର 12:6
ଲୋକଟି ପାଖ ରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସହେି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶଷେ ବ୍ଯକ୍ତି ଥିଲା। ସେ କହିଲା, 'କୃଷକମାନେ ମାରେ ପୁଅକୁ ନିଶ୍ଚୟ ସମ୍ମାନ ଦବେେ।'
ଲୂକଲିଖିତ ସୁସମାଚାର 3:22
ପବିତ୍ର ଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦହେ ଧାରଣ କରିଥିଲେ। ଆକାଶବାଣୀ ହେଲା: ତୁମ୍ଭେ ମାରେ ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ଯନ୍ତ ସନ୍ତୁଷ୍ଟ।
ଲୂକଲିଖିତ ସୁସମାଚାର 9:35
ସେତବେେଳେ ମେଘ ଭିତରୁ ଆକାଶବାଣୀ ହେଲା, ଏ ମାରେ ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ଯ ହୁଅ।
ଲୂକଲିଖିତ ସୁସମାଚାର 20:13
ଜମିମାଲିକ କହିଲା, 'ଏବେ ମୁଁ କ'ଣ କରିବି? ମୁଁ ମାେ ପୁଅକୁ ପଠାଇବି। ମୁଁ ମାେ ପୁଅକୁ ଅତ୍ଯଧିକ ଭଲ ପାଏ। ହୁଏତ ମାେ ପୁଅକୁ କୃଷକମାନେ ସମ୍ମାନ ଦଇପୋରନ୍ତି।'
ରେରିତମାନଙ୍କ କାର୍ଯ୍ୟର ବିବରଣ 15:25
ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହାଇେ କେତକେ ଲୋକଙ୍କୁ ବାଛିଛୁ। ଆମ୍ଭେ ସମାନଙ୍କେୁ ଆମ୍ଭର ପ୍ରିୟ ବର୍ଣ୍ଣବ୍ବା ଓ ପାଉଲଙ୍କ ସହିତ ପଠାଇବୁ।
Occurences : 62
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்