Base Word
καλύπτω
Short Definitionto cover up (literally or figuratively)
Long Definitionto hide, veil
Derivationakin to G2813 and G2928
Same asG2813
International Phonetic Alphabetkɑˈly.pto
IPA modkɑˈlju.ptow
Syllablekalyptō
Dictionka-LOO-ptoh
Diction Modka-LYOO-ptoh
Usagecover, hide

ମାଥିଉଲିଖିତ ସୁସମାଚାର 8:24
ସହେି ସମୟରେ ହ୍ରଦ ରେ ଭୟଙ୍କର ଝଡ ହେଲା। ଲହଡି ରେ ଡଙ୍ଗା ଓଲଟ ପାଲଟ ହାଇେ ପଡୁଥିଲା। କିନ୍ତୁ ଯୀଶୁ ଶାଇେ ଥିଲେ।

ମାଥିଉଲିଖିତ ସୁସମାଚାର 10:26
ତେଣୁ ସହେି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତ ରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡିବ।

ଲୂକଲିଖିତ ସୁସମାଚାର 8:16
କହେି କବେେ ଦୀପଟିଏ ହାଣ୍ଡିତଳେ ଘୋଡଇେ ରଖିବା ପାଇଁ ବା ଖଟ ତଳେ ଲୁଚଇେ ରଖିବା ପାଇଁ ଜଳଇେ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୁଖା ଉପରେ ରେଖ। ତାହା ହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସମାନେେ ଦେଖି ପାରିବା ପାଇଁ ୟଥେଷ୍ଟ ଆଲୁଅ ପାଇବେ।

ଲୂକଲିଖିତ ସୁସମାଚାର 23:30
ତା'ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ ଲୋକେ ପାହାଡକୁ କହିବେ, 'ଆମ୍ଭକୁ ଘୋଡଇେ ଦିଅ।'

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:3
ସୁସମାଚାର ଯଦି ଆଚ୍ଛାଦିତ ହାଇେଥାଏ, ତବେେ ସହେି ଆଚ୍ଛାଦନ କବଳେ ସହେିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗ ରେ ରହିଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:3
ସୁସମାଚାର ଯଦି ଆଚ୍ଛାଦିତ ହାଇେଥାଏ, ତବେେ ସହେି ଆଚ୍ଛାଦନ କବଳେ ସହେିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗ ରେ ରହିଛନ୍ତି।

ଯାକୁବଙ୍କ ପତ୍ 5:20
ଏହା ମନରେଖ : ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫରୋଇ ଆଣେ, ତବେେ ସେ ମୃତ୍ଯୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ବାରା, ସହେି ଲୋକ ଅନକେ ପାପକ୍ଷମାର କାରଣ ହାଇପୋରିଥାଏ।

ପିତରଙ୍କ ପ୍ରଥମ ପତ୍ 4:8
ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ ରମେ କର।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்