ମାଥିଉଲିଖିତ ସୁସମାଚାର 5:43
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'
ମାଥିଉଲିଖିତ ସୁସମାଚାର 5:44
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।
ମାଥିଉଲିଖିତ ସୁସମାଚାର 5:46
ଯେଉଁମାନେ ତୁମ୍ଭକୁ ପ୍ ରମେ କରୁଛନ୍ତି, ତୁମ୍ଭେ ଯଦି କବଳେ ସହେିମାନଙ୍କୁ ପ୍ ରମେ କରିବ ତବେେ ତୁମ୍ଭମାନେେ କୌଣସି ପୁରସ୍କାର ପାଇବନାହିଁ? ଏପରିକି କରଆଦାୟକାରୀ ମାନେ ମଧ୍ଯ ଏହା କରନ୍ତି?
ମାଥିଉଲିଖିତ ସୁସମାଚାର 5:46
ଯେଉଁମାନେ ତୁମ୍ଭକୁ ପ୍ ରମେ କରୁଛନ୍ତି, ତୁମ୍ଭେ ଯଦି କବଳେ ସହେିମାନଙ୍କୁ ପ୍ ରମେ କରିବ ତବେେ ତୁମ୍ଭମାନେେ କୌଣସି ପୁରସ୍କାର ପାଇବନାହିଁ? ଏପରିକି କରଆଦାୟକାରୀ ମାନେ ମଧ୍ଯ ଏହା କରନ୍ତି?
ମାଥିଉଲିଖିତ ସୁସମାଚାର 6:24
'ଜଣେ କବେେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସବେକ ହାଇେ ପାରିବ ନାହିଁ।
ମାଥିଉଲିଖିତ ସୁସମାଚାର 19:19
ନିଜ ପିତାମାତାଙ୍କୁ ସମ୍ମାନ ଦବେ ଓ 'ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସପରେି ଭଲ ପାଇବ।'
ମାଥିଉଲିଖିତ ସୁସମାଚାର 22:37
ଯୀଶୁ କହିଲେ, ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦଇେ ପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ ରମେ କରିବ।'
ମାଥିଉଲିଖିତ ସୁସମାଚାର 22:39
ଦ୍ବିତୀୟ 'ଆଦେଶଟି ମଧ୍ଯ ପ୍ରଥମ ଆଦେଶ ଭଳି। ତାହା ହେଉଛି: 'ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ଯ ସହେିପରି ଭଲ ପାଅ।'
ମାର୍କଲିଖିତ ସୁସମାଚାର 10:21
ଯୀଶୁ ତାହାଙ୍କୁ ଚାହିଁଲେ ଓ ସ୍ନହେ କଲେ। ସେ ତାହାଙ୍କୁ କହିଲେ, ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହା କିଛି ତୁମ୍ଭ ପାଖ ରେ ଅଛି ସତକେ ବିକି ଦଇେ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ବର୍ଗ ରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମାରେ ଅନୁସହରଣ କର।
ମାର୍କଲିଖିତ ସୁସମାଚାର 12:30
ସମସ୍ତ ହୃଦୟ ରେ ସମସ୍ତ ଆତ୍ମା ରେ, ସମସ୍ତ ମନ ରେ ଓ ସମସ୍ତ ଶକ୍ତି ରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ବରଙ୍କୁ ପ୍ ରମେ କର।'
Occurences : 142
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்