No lexicon data found for Strong's number: 2499

ମାଥିଉଲିଖିତ ସୁସମାଚାର 27:56
ସମାନଙ୍କେ ମଧିଅରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷଫଙ୍କେ ମାଆ ମରିୟମ ଓ ଜବଦେୀଙ୍କ ପୁତ୍ରମାନ(ଯାକୁବ ଓ ଯହେନ)ଙ୍କ ମାଆ ଥିଲେ।

ମାର୍କଲିଖିତ ସୁସମାଚାର 6:3
ଏ କ'ଣ ସହେି ବଢଇେ ନୁହଁନ୍ତି? ଏ କ'ଣ ମରିୟମଙ୍କ ପୁଅ, ଆଉ ଯାକୁବ, ୟୋସି, ୟିହୂଦା ଓ ଶିମାନଙ୍କେ ଭାଇ ନୁହଁନ୍ତି? ତାହାଙ୍କର ଭଉଣୀମାନେ କ'ଣ ଏଠା ରେ ଆମ୍ଭ ସହିତ ନାହାଁନ୍ତି? ତେଣୁ ଯୀଶୁଙ୍କୁ ସ୍ବୀକାର କରିବା ରେ ଏହି ଲୋକମାନେ ବାଧା ପାଇଲେ।

ମାର୍କଲିଖିତ ସୁସମାଚାର 15:40
କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।

ମାର୍କଲିଖିତ ସୁସମାଚାର 15:47
ମଗ୍ଦଲୀନୀ ମରିୟମ ଓ ୟୋସିଙ୍କ ମାଆ ଯୀଶୁଙ୍କୁ ଯେଉଁଠା ରେ ରଖାଗଲା, ସହେି ସ୍ଥାନଟି ଦେଖିଲେ।

ଲୂକଲିଖିତ ସୁସମାଚାର 3:29
ଏର ଯୀଶୁଙ୍କ ପୁତ୍ର।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்