Base Word
ἀλοάω
Short Definitionto tread out grain
Long Definitionto thresh
Derivationfrom the same as G0257
Same asG0257
International Phonetic Alphabetɑ.loˈɑ.o
IPA modɑ.lowˈɑ.ow
Syllablealoaō
Dictionah-loh-AH-oh
Diction Modah-loh-AH-oh
Usagethresh, tread out the corn

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:9
ମାଶାଙ୍କେ ବ୍ଯବସ୍ଥା ରେ ଲଖାେ ଅଛି : ଖଳା ରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ। ପରମେଶ୍ବର ଏହା କ'ଣ କବଳେ ବଳଦଙ୍କ ବିଷୟ ରେ କହିଲେ ? ନା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:10
ଏହା ନିଶ୍ଚିତ ଯେ ଆମ୍ଭ ବିଷୟ ରେ ମଧ୍ଯ ଲଖାଯାେଇଛି। କାରଣ ହଳ କରୁଥିବା ଓ ଶସ୍ଯ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହତେୁ, ପାଇବେ ବୋଲି ଆଶା କରିଥାନ୍ତି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:18
କାରଣ ଶାସ୍ତ୍ର କୁ ହେ : ଯେତବେେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତବେେଳେ ତା'ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ଯ ଖାଇବା ପାଇଁ ଅଟକାଅ ନାହିଁ।294 ଶାସ୍ତ୍ର ଏପରି ମଧ୍ଯ କୁ ହେ : ଜଣେ କାମ କରୁଥିବା ଲୋକ ତା'ର ଦରମା ପାଇବା ଉଚିତ।295

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்