Base Word | |
ἰδιώτης | |
Short Definition | a private person, i.e., (by implication) an ignoramus (compare "idiot") |
Long Definition | a private person as opposed to a magistrate, ruler, king |
Derivation | from G2398 |
Same as | G2398 |
International Phonetic Alphabet | i.ðiˈo.tes |
IPA mod | i.ðiˈow.te̞s |
Syllable | idiōtēs |
Diction | ee-thee-OH-tase |
Diction Mod | ee-thee-OH-tase |
Usage | ignorant, rude, unlearned |
ରେରିତମାନଙ୍କ କାର୍ଯ୍ୟର ବିବରଣ 4:13
ସମାନେେ ଯେତବେେଳେ ପିତର ଓ ଯୋହନଙ୍କର ଏପରି ସାହାସ ଦେଖିଲେ ଓ ଜାଣି ପାରିଲେ ଯେ ସମାନେେ ଅଶିକ୍ଷିତ ଓ ସାଧାରଣ ଲୋକ, ସମାନେେ ବହୁତ ଆଶ୍ଚର୍ୟ୍ଯ ହେଲେ। ସମାନେେ ଏହା ମଧ୍ଯ ବୁଝିପାରିଲେ ଯେ, ସମାନେେ ଯୀଶୁଙ୍କ ସାଙ୍ଗ ରେ ଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:16
ତୁମ୍ଭମାନେେ ଯଦି ଆତ୍ମା ଦ୍ବାରା ପରମେଶ୍ବରଙ୍କ ପ୍ରଶଂସା କର, ତବେେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ଯବାଦ ରେ ଆମେନ୍ କହିବେ ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:23
ଯଦି ସମସ୍ତ ମଣ୍ଡଳୀ ସମବତେ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷା ରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ବାସୀ ଲୋକମାନେ ଆସନ୍ତି, ସମାନେେ ଯଦି ବୁଝି ନ ପାରନ୍ତି, ତାହାହେଲେ ସମାନେେ ତୁମ୍ଭକୁ ପାଗଳ କହିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:24
କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ବାସୀ ବା ସାଧାରଣ ଲୋକ ଆ ସେ ତବେେ ତା'ର ଦୋଷ ତୁମ୍ଭକୁ ଦଖାୟିବେ ଓ ତୁମ୍ଭ କଥା ଦ୍ବାରା ସେ ବିଚାରିତ ହବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:6
ଏହା ସତ୍ଯ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମାରେ ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାର ରେ ସୂକ୍ଷ୍ମ ଭାବରେ ଦଖାଇେ ଦଇେଛୁ।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்