ମାଥିଉଲିଖିତ ସୁସମାଚାର 2:1
ହରେୋଦ ଙ୍କ ରାଜତ୍ବକାଳ ରେ ୟିହୂଦା ରାଜ୍ଯର ବେଥ୍ଲହେିମ ନଗର ରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହବୋ ପରେ ପୂର୍ବ ଦେଶର କେତକେ ପଣ୍ଡିତ ୟିରୁଶାଲମକୁ ଆସିଲେ.
ମାଥିଉଲିଖିତ ସୁସମାଚାର 3:1
ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ
ମାଥିଉଲିଖିତ ସୁସମାଚାର 4:2
ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।
ମାଥିଉଲିଖିତ ସୁସମାଚାର 6:34
ଆସନ୍ତାକାଲି ପାଇଁ ଚିନ୍ତା କରନାହିଁ, କାରଣ ପ୍ରେତ୍ୟକକ ଦିନର କୌଣସି ନା କୌଣସି ସମସ୍ଯା ଥାଏ। କାଲିର ଚିନ୍ତା କାଲି ପାଇଁ ୟଥେଷ୍ଟ।
ମାଥିଉଲିଖିତ ସୁସମାଚାର 7:22
ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?
ମାଥିଉଲିଖିତ ସୁସମାଚାର 9:15
ଯୀଶୁ ସମାନଙ୍କେୁ କହିଲେ, ବର ଯେପର୍ୟ୍ଯନ୍େତ ବରଯାତ୍ରୀମାନଙ୍କ ସହିତ ଥିବ, ସେ ପର୍ୟ୍ଯନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡଇେ ନିଆୟିବ। ସେତବେେଳେ ବରଯାତ୍ରୀମାନେ ଦୁଃଖୀ ହବେେ। ତାପରେ ସମାନେେ ଉପବାସ କରିବେ।
ମାଥିଉଲିଖିତ ସୁସମାଚାର 10:15
ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେଉଁ ଦିନ ନ୍ଯାୟ ହବେ, ସେ ଦିନ ସହେି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ଗ ମାରୋ ନଗରର ଲୋକଙ୍କ ଅବସ୍ଥା ଅପାକ୍ଷା ଅଧିକ ଖରାପ ହବେ।
ମାଥିଉଲିଖିତ ସୁସମାଚାର 11:12
ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ୟ୍ଯନ୍ତ ସ୍ବର୍ଗ ରାଜ୍ଯ ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରଯୋଗ କରି ଅଧିକାର କରି ନବୋପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି।
ମାଥିଉଲିଖିତ ସୁସମାଚାର 11:22
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ବିଚାର ଦିନ ରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହବେ।
ମାଥିଉଲିଖିତ ସୁସମାଚାର 11:24
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ଯାୟ ହବୋ ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହବେ।
Occurences : 389
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்