Base Word
ζυμόω
Short Definitionto cause to ferment
Long Definitionto leaven
Derivationfrom G2219
Same asG2219
International Phonetic Alphabetzyˈmo.o
IPA modzjuˈmow.ow
Syllablezymoō
Dictionzoo-MOH-oh
Diction Modzyoo-MOH-oh
Usageleaven

ମାଥିଉଲିଖିତ ସୁସମାଚାର 13:33
ତା'ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: ସ୍ବର୍ଗରାଜ୍ଯ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ ପାତ୍ର ରେ ଥିବା ଅଟା ରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବା ରେ ଖମୀର କାମ ଦଲୋ।

ଲୂକଲିଖିତ ସୁସମାଚାର 13:21
ଏହା ଖମୀର ଭଳି। ଜଣେ ସ୍ତ୍ରୀ ଲୋକ ରୋଟୀ ତିଆରି କରିବା ପାଇଁ ଗୋଟିଏ ବଡ ପାତ୍ର ରେ ଥିବା ଅଟା ସହିତ ଖମୀର ମିଶାଏ। ଖମୀର ସମସ୍ତ ଦଳାଅଟାକୁ ଫୁଲାଇ ଦିଏ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:6
ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭମାନେେ ଏହି ଉକ୍ତି ବିଷୟ ରେ ଜାଣିଛ ଯେ, ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:9
ସାବଧାନ ରୁହ, ଅଳ୍ପ ଟିକିଏ ଖମୀର ଜନ୍ତା ହାଇେଥିବା ସବୁ ମଇଦାକୁ ଫୁଲାଇ ଦିଏ।279

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்