Base Word
ζηλόω
Short Definitionto have warmth of feeling for or against
Long Definitionto burn with zeal
Derivationfrom G2205
Same asG2205
International Phonetic Alphabetzeˈlo.o
IPA modze̞ˈlow.ow
Syllablezēloō
Dictionzay-LOH-oh
Diction Modzay-LOH-oh
Usageaffect, covet (earnestly), (have) desire, (move with) envy, be jealous over, (be) zealous(-ly affect)

ରେରିତମାନଙ୍କ କାର୍ଯ୍ୟର ବିବରଣ 7:9
ସହେି ପୂର୍ବପୁରୁଷମାନେ ଯୋଷଫଙ୍କେର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବୁକ୍ରୀ କରି ଦେଲେ। କିନ୍ତୁ ପରମେଶ୍ବର ଯୋଷଫଙ୍କେ ସହିତ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:5
କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:31
କିନ୍ତୁ ତୁମ୍ଭମାନେେ ପ୍ରକୃତ ରେ ଆତ୍ମାଙ୍କ ଶ୍ ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:4
ପ୍ ରମେ ଦୀର୍ଘ ସହିଷ୍ଣୁ। ପ୍ ରମେ ଦୟାବାନ। ପ୍ ରମେ ରେ ଇର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:1
ପ୍ ରମରେ ଅନୁସରଣ କର। ଆଧ୍ଯାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶଷେ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:39
ଅତଏବ, ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନେେ ଭବିଷ୍ଯଦ୍ ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷା ରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:2
ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରମେଶ୍ବରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା ହବୋ ପାଇଁ ତାହାଙ୍କଠା ରେ ସମର୍ପିତ କରିବି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:17
ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦଖାେଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ଯ ରେ ନୁହେଁ। କାରଣ, ତାହାଦ୍ବାରା ସମାନେେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂ ରଇେ ନବୋକୁ ଇଚ୍ଛା କରନ୍ତି ଓ ସମାନଙ୍କେ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:17
ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦଖାେଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ଯ ରେ ନୁହେଁ। କାରଣ, ତାହାଦ୍ବାରା ସମାନେେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂ ରଇେ ନବୋକୁ ଇଚ୍ଛା କରନ୍ତି ଓ ସମାନଙ୍କେ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:18
କିନ୍ତୁ ଉଦ୍ଦେଶ୍ଯ ଯଦି ଭଲ ହାଇେଥାଏ, ତବେେ କବଳେ ମୁଁ ତୁମ୍ଭମାନଙ୍କ ସଙ୍ଗ ରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥି ରେ ଉଦ୍ ଯୋଗୀ ହବୋ ଉଚିତ୍।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்