Base Word
ἄγαμος
Short Definitionunmarried
Long Definitionunmarried, unwedded, single
Derivationfrom G0001 (as a negative particle) and G1062
Same asG0001
International Phonetic Alphabetˈɑ.ɣɑ.mos
IPA modˈɑ.ɣɑ.mows
Syllableagamos
DictionAH-ga-mose
Diction ModAH-ga-mose
Usageunmarried

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:8
ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସମାନେେ ମାେ ଭଳି ଏକାକୀ ରହି ପାରିବେ, ତା' ହେଲେ ଭଲ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:11
ଯେ ପତ୍ନୀ ନିଜ ପତିରକୁ କବେେ ହେଲେ ଛାଡ଼ିବା ଉଚିତ ନୁହେଁ, କିନ୍ତୁ ଯଦି ପତ୍ନୀ ପତିକୁ ଛାଡ଼େ, ତା' ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶି ୟିବା ଉଚିତ୍। ଠିକ୍ ସହେିଭଳି ପତି ମଧ୍ଯ ନିଜ ପତ୍ନୀକୁ ଛାଡ଼ପତ୍ର ଦବୋ ଉଚିତ୍ ନୁହେଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:32
ତୁମ୍ଭମାନେେ ଯେପରି ଚିନ୍ତା ନ କର ଏହା ମାରଇେଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମ ରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:34
ସେ ତା'ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠା ରେ ସମର୍ପିତ କରିପା ରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତା ରେ ମାତି ରହି, ନିଜ ସ୍ବାମୀକୁ ସନ୍ତୁଷ୍ଟ କରିବା ରେ ବ୍ଯସ୍ତ ରୁ ହେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்