Base Word
Ζακχαῖος
Literalpure
Short DefinitionZacchaeus, an Israelite
Long Definitiona chief tax collector
Derivationof Hebrew origin (compare H2140)
Same asH2140
International Phonetic Alphabetzɑkˈxɛ.os
IPA modzɑkˈxe.ows
Syllablezakchaios
Dictionzahk-HEH-ose
Diction Modzahk-HAY-ose
UsageZacchaeus

ଲୂକଲିଖିତ ସୁସମାଚାର 19:2
ଯୀରୀହୋ ରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।

ଲୂକଲିଖିତ ସୁସମାଚାର 19:5
ଯୀଶୁ ସହେି ସ୍ଥାନକୁ ଆସିଲେ। ସେ ଉପରକୁ ଚାହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘ ରେ ରହିବି।

ଲୂକଲିଖିତ ସୁସମାଚାର 19:8
ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்