Base Word
εὐκοπώτερος
Short Definitionbetter for toil, i.e., more facile
Long Definitionwith easy labor
Derivationcomparative of a compound of G2095 and G2873
Same asG2095
International Phonetic Alphabetɛβ.koˈpo.tɛ.ros
IPA modef.kowˈpow.te̞.rows
Syllableeukopōteros
Dictionev-koh-POH-teh-rose
Diction Modafe-koh-POH-tay-rose
Usageeasier

ମାଥିଉଲିଖିତ ସୁସମାଚାର 9:5
ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହବେ: 'ତୁମ୍ଭର ପାପ କ୍ଷମା କରି ଦିଆଗଲା' ନା 'ଉଠ, ଚାଲିବା ଆରମ୍ଭ କର'?

ମାଥିଉଲିଖିତ ସୁସମାଚାର 19:24
ହଁ, ମୁଁ ତୁମ୍ଭକୁ କହୁଛି ଯେ ଜଣେ ଧନୀ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତ ରେ ଗଳିୟିବା ବରଂ ସହଜ।

ମାର୍କଲିଖିତ ସୁସମାଚାର 2:9
ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ: 'ତୁମ୍ଭ ପାପ ଗୁଡିକୁ କ୍ଷମା କରି ଦିଆଗଲା।' ନା' ତାକୁ କହିବା: 'ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଚାଲ।'

ମାର୍କଲିଖିତ ସୁସମାଚାର 10:25
ଜଣେ ଧନୀ ଲୋକର ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ ଗୋଟିଏ ଛୁଞ୍ଚି କଣା ରେ ଗଳି ଯାଇ ପାରିବା ସହଜ।

ଲୂକଲିଖିତ ସୁସମାଚାର 5:23
କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ 'ତୁମ୍ଭ ପାପ କ୍ଷମା କରି ଦିଆଗଲା' ନା ଏକଥା କହିବା ଯେ ଉଠ ଓ ଚାଲ?'

ଲୂକଲିଖିତ ସୁସମାଚାର 16:17
ସ୍ବର୍ଗ ଓ ପୃଥିବୀର ଧ୍ବଂସ ହୁଏତ ସହଜ ରେ ହାଇଯେିବ, ମାତ୍ର ବ୍ଯବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହବେନାହିଁ।

ଲୂକଲିଖିତ ସୁସମାଚାର 18:25
ଜଣେ ଧନୀଲୋକ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଛୁଞ୍ଚି କଣାଦଇେ ଓଟଟିଏ ଗଳିୟିବା ଅଧିକ ସହଜ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்