ମାଥିଉଲିଖିତ ସୁସମାଚାର 5:13
ତୁମ୍ଭମାନେେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଦେ ସ୍ବାଦହୀନ ହାଇଯୋଏ, ତବେେ ତାକୁ ଆଉଥରେ ଲୁଣିଆ କରା ଯାଇ ନପା ରେ। ଲୁଣ ଆପଣା ଲୁଣିଆ ସ୍ବାଦ ହରାଇଲେ ଆଉ କୌଣସି କାମ ରେ ଲାଗିପାରିବ ନାହିଁ। ତାକୁ ବାହା ରେ ଫିଙ୍ଗି ଦିଆୟିବ। ଲୋକେ ତାକୁ ପାଦ ରେ ଚକଟି ଗ୍ଭଲିଯିବେ।
ମାଥିଉଲିଖିତ ସୁସମାଚାର 12:46
ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।
ମାଥିଉଲିଖିତ ସୁସମାଚାର 17:5
ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ବଳ ମେଘଖଣ୍ଡ ଆସି ସମାନଙ୍କେୁ ଢ଼ାଙ୍କି ଦଲୋ। ମେଘମଧ୍ଯରୁ ଆକାଶବାଣୀ ହେଲା, ଏ ହେଉଛନ୍ତି ମାରେ ପୁତ୍ର ଯାହାଙ୍କୁ ମୁଁ ପ୍ ରମେ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।
ମାଥିଉଲିଖିତ ସୁସମାଚାର 18:16
ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତବେେ ଜଣେ ବା ଦୁଇ ଜଣ ଲୋକଙ୍କୁ ନଇେ ପୁଣି ଥରେ ତା' ପାଖକୁ ଯାଅ। ତବେେ ଯାହା କିଛି କୁହା ଯାଇଛି, ଦୁଇ ବା ତିନିଜଣ ସାକ୍ଷୀଙ୍କ ଦ୍ବାରା ତାହା ସମର୍ଥିତ ହବେ।
ମାଥିଉଲିଖିତ ସୁସମାଚାର 19:20
ୟୁବକଟି କହିଲା, ମୁଁ ଏ ସବୁକଥା ମାନିଛି। ଏବେ ମାେ ପାଖ ରେ ଆଉ କ'ଣ ଅଭାବ ରହିଛି?
ମାଥିଉଲିଖିତ ସୁସମାଚାର 26:47
ଯୀଶୁ ଏହି କଥା କହୁଥିବା ସମୟରେ ୟିହୂଦା ସଠାେକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା। ୟିହୂଦା ଙ୍କ ସହିତ ମଧ୍ଯ ଅନକେ ଲୋକ ଥିଲେ। ୟିହୂଦା ଓ ସହେି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସମାନଙ୍କେୁ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ପଠାଇଥିଲେ।
ମାଥିଉଲିଖିତ ସୁସମାଚାର 26:65
ମହାୟାଜକ ଏକଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକଇେଲେ ଓ ସେ କହିଲେ, ଏ ଯେଉଁ ସବୁ କଥା କହିଲେ, ତା' ଦ୍ବାରା ପରମେଶ୍ବରଙ୍କର ନିନ୍ଦା ହାଇେଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭମାନେେ ପରମେଶ୍ବରଙ୍କର ନିନ୍ଦା ଶୁଣିଛ। ତୁମ୍ଭମାନେେ ତବେେ କ'ଣ ଭାବୁଛ?
ମାଥିଉଲିଖିତ ସୁସମାଚାର 27:63
ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'
ମାର୍କଲିଖିତ ସୁସମାଚାର 5:35
ଯୀଶୁ ସଠାେରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜ ଗୃହର ଅଧିକାରୀ ଯାଈରସଙ୍କ ଘରୁ କେତକେ ଲୋକ ଆସି ତାହାଙ୍କୁ କହିଲେ, ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ(ଯୀଶୁ)ଙ୍କୁ ଅଯଥା ରେ ଆଉ କାହିଁକି ହଇରାଣ କରିବ?
ମାର୍କଲିଖିତ ସୁସମାଚାର 5:35
ଯୀଶୁ ସଠାେରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜ ଗୃହର ଅଧିକାରୀ ଯାଈରସଙ୍କ ଘରୁ କେତକେ ଲୋକ ଆସି ତାହାଙ୍କୁ କହିଲେ, ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ(ଯୀଶୁ)ଙ୍କୁ ଅଯଥା ରେ ଆଉ କାହିଁକି ହଇରାଣ କରିବ?
Occurences : 101
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்