Base Word
ἑρμηνεύω
Short Definitionto translate
Long Definitionto explain in words, expound
Derivationfrom a presumed derivative of G2060 (as the god of language)
Same asG2060
International Phonetic Alphabethɛr.meˈnɛβ.o
IPA mode̞r.me̞ˈnev.ow
Syllablehermēneuō
Dictionher-may-NEV-oh
Diction Modare-may-NAVE-oh
Usageinterpret

ଯୋହନଲିଖିତ ସୁସମାଚାର 1:38
ଯୀଶୁ ବୁଲି ପଡି ଦେଖିଲେ ଯେ, ସହେି ଦୁଇ ଜଣ ବ୍ଯକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ, ତୁମ୍ଭମାନେେ କ'ଣ ଚାହଁ?

ଯୋହନଲିଖିତ ସୁସମାଚାର 1:42
ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)

ଯୋହନଲିଖିତ ସୁସମାଚାର 9:7
ଯୀଶୁ ତାହାଙ୍କୁ କହିଲେ, ଯାଅ, ଶିଲୋହ ପୋଖରୀ ରେ ଧୋଇ ଦିଅ। (ଶିଲୋହ ପଦର ଅର୍ଥ 'ପ୍ ରରେିତ ା') ତା'ପରେ ସେ ଅନ୍ଧ ଲୋକଟି ପୋଖରୀ ରେ ଧୋଇ ହାଇେ ଆସିଲା। ସେ ବର୍ତ୍ତମାନ ଦେଖିପାରୁଥିଲା।

ଏବ୍ରୀମାନଙ୍କ ନିକଟକୁ ପତ୍ର 7:2
ୟୁଦ୍ଧ ରେ ଜିତି ଅବ୍ରହାମ ଯାହା ପାଇଥିଲେ ତା'ର ଏକ ଦଶମାଂସ ସେ ମଲ୍କୀଷଦକଙ୍କେୁ ଦେଲେ। ମଲ୍କୀଷଦକେ ନାମର ଅର୍ଥ : ପ୍ରଥମଟି ହେଉଛି ଧର୍ମରାଜା ଓ ଦ୍ବିତୀୟଟି ହେଲା ଶାଲମରେ ରାଜା ଅର୍ଥାତ୍ ଶାନ୍ତିର ରାଜା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்