ମାଥିଉଲିଖିତ ସୁସମାଚାର 2:3
ରାଜା ହରେୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ। ସେଥିପାଇଁ ସେ ଉଦ୍ ବିଗ୍ନ ହେଲେ। ୟିରୂଶାଲମର ସବୁ ଲୋକେ ମଧ୍ଯ ଚିନ୍ତିତ ହାଇେ ପଡିଲେ।
ମାଥିଉଲିଖିତ ସୁସମାଚାର 2:9
ପଣ୍ଡିତମାନେ ରାଜାଙ୍କ କଥା ଶୁଣି ଗ୍ଭଲିଗଲେ। ଯେଉଁ ତାରାଟି ସମାନେେ ଆଗରୁ ପୂର୍ବ ଦେଶ ରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସହେି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠା ରେ ପିଲାଟି ଥିଲା, ସହେି ସ୍ଥାନ ଉପରେ ସ୍ଥିର ହାଇେ ରହିଗଲା।
ମାଥିଉଲିଖିତ ସୁସମାଚାର 2:18
ରାମା ରେ ଏକ ଦୁଃଖଭରା ସ୍ବର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ବର ଥିଲା। ରାହେଲ ତା ପିଲାମାନଙ୍କ ପାଇଁ କାନ୍ଦୁଥିଲା। କହେି ହେଲେ ତାକୁ ସାନ୍ତ୍ବନା ଦଇେ ପାରିବନେି। କାରଣ ତା'ର ପିଲାମାନେ ମରିଯାଇଥିଲେ। ୟିରିମିୟ 31:15
ମାଥିଉଲିଖିତ ସୁସମାଚାର 2:22
କିନ୍ତୁ ୟୋ ସଫେ ଶୁଣିଲେ ଯେ, େ ହରୋଦଙ୍କ ମୃତ୍ଯୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ୟିହୂଦା ରେ ରାଜା ହାଇେଛନ୍ତି। ତେଣୁ ସେ ସଠାେକୁ ୟିବାକୁ ଭୟ କଲେ। କିନ୍ତୁ ପରମେଶ୍ବରଙ୍କ ଠାରୁ ସ୍ବପ୍ନ ରେ ଆଦେଶ ପାଇ ୟୋ ସଫେ ଗାଲିଲୀ ପ୍ରଦେଶକୁ ଗଲେ।
ମାଥିଉଲିଖିତ ସୁସମାଚାର 4:12
ଯୋହନ କାରାଗାର ରେ ବନ୍ଦୀ ହାଇେଥିବା ଖବର ଯୀଶୁ ଶଣିଲେ। ତେଣୁ ଯୀଶୁ ଗାଲିଲୀକୁ ଫରେିଗଲେ।
ମାଥିଉଲିଖିତ ସୁସମାଚାର 5:21
ତୁମ୍ଭମାନେେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇଥିଲା: 'ନରହତ୍ଯା କର ନାହିଁ। ଯେଉଁଲୋକ ନରହତ୍ଯା କରେ, ସେ ବିଗ୍ଭରସ୍ଥାନ ରେ ବିଗ୍ଭରିତ ହବେ।'
ମାଥିଉଲିଖିତ ସୁସମାଚାର 5:27
ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'
ମାଥିଉଲିଖିତ ସୁସମାଚାର 5:33
ଏକଥା ତୁମ୍ଭେ ଶୁଣିଛ ଯେ ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇ ଥିଲା: 'ତୁମ୍ଭମାନେେ କରିଥିବା ପ୍ରତିଜ୍ଞା କବେେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ସବୁ ପାଳନ କର।'
ମାଥିଉଲିଖିତ ସୁସମାଚାର 5:38
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ଆଖି ବଦଳ ରେ ଆଖି ଓ ଦାନ୍ତ ବଦଳ ରେ ଦାନ୍ତ।'
ମାଥିଉଲିଖିତ ସୁସମାଚାର 5:43
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'
Occurences : 437
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்