Base Word
ἐπαγγέλλω
Short Definitionto announce upon (reflexively), i.e., (by implication) to engage to do something, to assert something respecting oneself
Long Definitionto announce that one is about to do or furnish something
Derivationfrom G1909 and the base of G0032
Same asG0032
International Phonetic Alphabetɛp.ɑŋˈɣɛl.lo
IPA mode̞p.ɑŋˈɣe̞l.low
Syllableepangellō
Dictionep-ang-GEL-loh
Diction Modape-ang-GALE-loh
Usageprofess, (make) promise

ମାର୍କଲିଖିତ ସୁସମାଚାର 14:11
ପ୍ରଧାନ ଯାଜକମାନେ ଯୀହୁଦାର ଏ କଥା ରେ ବହୁତ ଖୁସି ହେଲେ। ଏହି କାମ କରି ଦେଲେ ସମାନେେ ଯିହୁଦାକୁ ଟଙ୍କା ଦବେେ ବୋଲି କଥା ଦେଲେ। ତେଣୁ ୟିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋ ପାଇଁ ସୁ ଯୋଗର ଅପେକ୍ଷା ରେ ରହିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:5
ପରମେଶ୍ବର ତାହାଙ୍କୁ କିଛି ଦେଲେ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ଯ ନୁହେଁ। ସେତବେେଳେ ତାହାଙ୍କର କିଛି ପିଲାପିଲି ନଥିଲା। ପରମେଶ୍ବର ତାହାଙ୍କୁ ଓ ତାହାଙ୍କର ଭବିଷ୍ଯତ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦବୋପାଇଁ ପ୍ରତିଜ୍ଞା କରିଥିଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:21
ଅବ୍ରାହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ବର ଯାହା ପ୍ରତିଶ୍ରୁତି ଦଇେଛନ୍ତି, ତାହା କରିବା ରେ ସେ ସକ୍ଷମ ଥିଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19
ତା' ହେଲେ ବ୍ଯବସ୍ଥାର ପ୍ରଯୋଜନ କ'ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦଖାଇବୋ ଲାଗି ବ୍ଯବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶଷେ ସନ୍ତାନଙ୍କ ଆସିବା ପର୍ୟ୍ଯନ୍ତ ବ୍ଯବସ୍ଥା ଜାରି ରହିବାର ଥିଲା। ପରମେଶ୍ବରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧ ରେ ଥିଲା। ବ୍ଯବସ୍ଥାଗୁଡ଼ିକ ସ୍ବର୍ଗଦୂତମାନଙ୍କ ଜରିଆ ରେ ଦିଆଯାଇଥିଲା। ସ୍ବର୍ଗଦୂତମାନେ ମାଶାଙ୍କେ ମଧ୍ଯସ୍ଥତା ରେ ମନୁଷ୍ଯମାନଙ୍କୁ ଦେଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:10
ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାବେ ସୁଶାେଭିତ କରନ୍ତୁ। ପରମେଶ୍ବରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହି ରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ଯକ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:21
କେତେ ଲୋକ କୁହନ୍ତି ଯେ ସମାନଙ୍କେର ସହେି ଜ୍ଞାନ ଅଛି। ସମାନେେ ସତ୍ଯ ବିଶ୍ବାସକୁ ତ୍ଯାଗ କରି ସାରିଛନ୍ତି।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:2
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 6:13
ପରମେଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ। ପରମେଶ୍ବରଙ୍କ ବ୍ଯତୀତ ମହାନ ଲୋକ ଆଉ କହେି ନାହାଁନ୍ତି। ଅତଏବ ପରମେଶ୍ବର ନିଜ ନାମ ରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:23
ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗ ରେ ବ୍ଯକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ବରଙ୍କଠା ରେ ବିଶ୍ବାସ କରିପାରିବା।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:11
ପିଲାପିଲି ହବୋ ପାଇଁ ଅବ୍ରହାମଙ୍କର ବୟସ ଅଧିକ ହାଇେ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି ହାଇେ ପାରି ନ ଥିଲା। କିନ୍ତୁ ପରମେଶ୍ବରଙ୍କଠା ରେ ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରମେଶ୍ବର ସମାନଙ୍କେୁ ସନ୍ତାନ ହବୋ ପାଇଁ ସକ୍ଷମ କଲେ। ପରମେଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ ରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ବାସ ରଖିଥିଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்