ମାଥିଉଲିଖିତ ସୁସମାଚାର 5:13
ତୁମ୍ଭମାନେେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଦେ ସ୍ବାଦହୀନ ହାଇଯୋଏ, ତବେେ ତାକୁ ଆଉଥରେ ଲୁଣିଆ କରା ଯାଇ ନପା ରେ। ଲୁଣ ଆପଣା ଲୁଣିଆ ସ୍ବାଦ ହରାଇଲେ ଆଉ କୌଣସି କାମ ରେ ଲାଗିପାରିବ ନାହିଁ। ତାକୁ ବାହା ରେ ଫିଙ୍ଗି ଦିଆୟିବ। ଲୋକେ ତାକୁ ପାଦ ରେ ଚକଟି ଗ୍ଭଲିଯିବେ।
ମାଥିଉଲିଖିତ ସୁସମାଚାର 12:46
ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।
ମାଥିଉଲିଖିତ ସୁସମାଚାର 12:47
ଜଣେ କହେି ଯୀଶୁଙ୍କୁ କହିଲେ, ତୁମ୍ଭର ମାଆ ଏହଂ ଭାଇମାନେ ବାହା ରେ ଅପେକ୍ଷା କରିଛନ୍ତି। ସମାନେେ ତୁମ୍ଭ ସହିତ କଥାବାର୍ତ୍ତା ହବୋକୁ ଚ଼ାହୁଁଛନ୍ତି।
ମାଥିଉଲିଖିତ ସୁସମାଚାର 13:48
ଯେତବେେଳେ ଜାଲଟି ମାଛ ରେ ଭର୍ତ୍ତି ହାଇଗେଲା, କେଉଟମାନେ ଜାଲକୁ କୂଳକୁ ଟାଣି ଆଣିଲେ। ସମାନେେ ବସି ପଡି ଭଲ ଭଲ ମାଛ ବାଛି ଟୋକଇେ ରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡି ଦେଲେ।
ମାଥିଉଲିଖିତ ସୁସମାଚାର 21:17
ତା'ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଚ଼ାଲିଗଲେ। ସେ ବୈଥନୀକୁ ଚ଼ାଲିଗଲେ ଓ ସଠାେରେ ରାତିଟି କଟାଇଲେ।
ମାଥିଉଲିଖିତ ସୁସମାଚାର 21:39
କୃଷକମାନେ ପୁଅକୁ ଧରି ନଇେ ଦ୍ରାକ୍ଷା ବଗିଚ଼ା ବାହାରକୁ ଫିଙ୍ଗି ମାରି ଦେଲେ।
ମାଥିଉଲିଖିତ ସୁସମାଚାର 26:69
ସହେି ସମୟରେ ପିତର ପ୍ରାଙ୍ଗଣ ମଧିଅରେ ବସିଥିଲେ। ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, ତୁମ୍ଭେ ମଧ୍ଯ ଗାଲିଲୀର ଯୀଶୁଙ୍କ ସହିତ ଥିଲ।
ମାଥିଉଲିଖିତ ସୁସମାଚାର 26:75
ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, କୁକୁଡ଼ା ଡ଼ାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର ଅସ୍ବୀକାର କରିବ। ପିତର ବାହାରକୁ ବାହାରିଯାଇ ବ୍ଯାକୁଳ ହାଇେ କାନ୍ଦିବାକୁ ଲାଗିଲେ।
ମାର୍କଲିଖିତ ସୁସମାଚାର 1:45
ଲୋକଟି ସହେି ସ୍ଥାନ ଛାଡି ଚାଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦଇେଛନ୍ତି। ତେଣୁ ଯୀଶୁଙ୍କ ବିଷୟ ରେ ଖବର ଗ୍ଭରିଆଡେ ବ୍ଯାପିବାକୁ ଲାଗିଲା। ଫଳ ରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନଥିବା ନିଛାଟିଆ ଜାଗାମାନଙ୍କ ରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।
ମାର୍କଲିଖିତ ସୁସମାଚାର 3:31
ତା'ପରେ ଯୀଶୁଙ୍କ ମାଆ ଓ ଭାଇମାନେ ସଠାେକୁ ଆସିଲେ। ସମାନେେ ବାହା ରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠଇେଲେ।
Occurences : 65
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்